ଖାଇକୁ ଖସିଲା ଅଭିନେତାଙ୍କ କାର୍

ଭୁବନେଶ୍ୱର : ଖାଇକୁ ଖସିଲା ଅଭିନେତାଙ୍କ କାର୍ । ଅଭିନେତା ଅଶ୍ରୁମୋଚନଙ୍କ କାର୍ ଦୁର୍ଘଟଣାଗ୍ରସ୍ତ । ଭୁବନେଶ୍ୱର କଳାଝରି ନିକଟ ଦୟା ୱେଷ୍ଟ ନାଳ ଭିତରକୁ ଖସିପଡ଼ିଥିଲା ଅଶ୍ରୁମୋଚନଙ୍କ କାର୍ । ମିଳିଥିବା ସୂଚନା ମୁତାବକ, କାର୍ ସାମ୍ନାକୁ କୁକୁର ଆସିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । କାର୍ ସମ୍ପୂର୍ଣ୍ଣ ଖାଇ ଭିତରକୁ ଖସି ଯାଇଥିବା ବେଳେ ଅଭିନେତା ଅଶ୍ରୁମୋଚନ ସୁରକ୍ଷିତ ଥିବା ସୂଚନା ରହିଛି ।

Leave A Reply

Your email address will not be published.