ଅଧ୍ୟାପିକାଙ୍କ ନାଁରେ ସଙ୍ଗୀନ ଅଭିଯୋଗ

ଭୁବନେଶ୍ୱର : ନିଉଡ ଭିଡ଼ିଓ କଲ୍ କରି ଲୋକଙ୍କୁ କରୁଥିଲେ ବ୍ଲାକମେଲ ଏହି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ହନିଟ୍ରାପ୍ କରି ଟଙ୍କା ମାଗିଥିବା ଅଭିଯୋଗ । ଏହି ବ୍ଲାକମେଲର ଶିକାର ହୋଇଥିଲେ ଜଣେ ବିବାହିତ ଯୁବକ । ଏହାପରେ ତାଙ୍କର ବ୍ଲାକମେଲ ଅତିଷ୍ଠ ହେବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହି ସମୟରେ ତାଙ୍କୁ ଉଦ୍ଧାର କରାଯାଇଛି । ବ୍ଲାକମେଲର ଅଭିଯୋଗ ଆଣିଛନ୍ତି ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତିଙ୍କ ସ୍ତ୍ରୀ । ଏ ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି । ଏହାପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.