oom

ପଦ୍ମଶ୍ରୀ ବାବା ବାଳିଆଙ୍କ ନାରେ ଥାନାରେ ଅଭିଯୋଗ ଦେଲା ଗାଇସିଲେଟ ବ୍ଲକ କୋସଲ ରାଏଜ ମୁକ୍ତି ମୋର୍ଚ୍ଚା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : କିଛି ଦିନ ଆଗରୁ ଆମର କୋସଲାଞ୍ଚଳର ଗଣପର୍ବ ନୂଆଁଖାଇ ପରମ୍ପରାକୁ ତାଚ୍ଛଲ୍ୟ କରି ପଶ୍ଚିମ ଓଡିଶାର ଦେବା ଦେବୀ ଉପରେ ଖରାପ ମନ୍ତବ୍ୟ ଦେଇଥିବା ପଦ୍ମଶ୍ରୀ ବାବା ବାଳିଆଙ୍କ ନାମରେ ଗାଇସିଲେଟ ଥାନାରେ ଏତଲା ଦେଲା ଗାଇସିଲେଟ ବ୍ଲକ କୋସଲ ରାଏଜ ମୁକ୍ତି ମୋର୍ଚ୍ଚା । ଏହି ଘଟଣାର ତଦନ୍ତ କରି ବାଳିଆ ବାବାଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି । କୋସଲ ରାଏଜ ମୁକ୍ତି ମୋର୍ଚ୍ଚା ଗାଇସିଲେଟ ଉପଦେଷ୍ଟା ଆଦିତ୍ୟ କୁମାର ପଣ୍ଡା, ସଭାପତି ଗଜପତି ସାହୁ, ବିଜୟ ସାହୁ, ବସନ୍ତ ମହାଲିଙ୍ଗ, ହେମନ୍ତ ସାହୁ ଓ ଅନେକ ସଭ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.