oom

ମ.ରାମପୁର ମହାବିଦ୍ୟାଳୟରେ ଅ’ ଅଭିଯାନ

jsmm

ମ.ରାମପୁର, (ହେମନ୍ତ ସାହୁ) : ମଦନପୁର ରାମପୁର ମହାବିଦ୍ୟାଳୟ ଥରେ ନୂଆ ଶବ୍ଦ, ନୂଆ କଲମର ଅନ୍ୱେଷଣ ଅ’ ଅଭିଯାନ କବିତା ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କାହ୍ନୁଚରଣ ସାହୁଙ୍କ ମଞ୍ଚ ପରିଚାଳନାରେ ସଭାପତି ନରେଶ କୁମାର ସାହୁ, ମୁଖ୍ୟ ଅତିଥି କବି ହେମନ୍ତ ସାହୁ, ସମ୍ପାଦକ ତପନ କୁମାର ସାହୁ ତଥା ବିଶ୍ୱନାଥ ସାହୁ, ଅଧ୍ୟାପିକା ମମତା ଶତପଥୀ, ବିନୋଦ ନାଗ, ଡୋଳେଶ୍ୱର ସାହୁ ଉପସ୍ଥିତ ରହି ଆଗାମୀ ଦିନରେ ଏହି ନବ ପ୍ରତିଭାଙ୍କୁ ଅ’ପତ୍ରିକାରେ ସ୍ଥାନ ଦେବାକୁ ତଥା ସାହିତ୍ୟରେ ଆଗେଇ ନେବାକୁ ପ୍ରତିଶୃତି ଦେଇଥିଲେ । ଏହି ପ୍ରତିଯୋଗିତାରେ ଝରଣା ପଧାନୀ, ହିନାରାଣୀ ମାଝୀ, ମନୀଷା ଡାକୁଆ, ଆୟାଶା ରାଣୀ ସାହୁ, ସସ୍ମିତା ମହାଖୁଡ଼, ନୀଳକଣ୍ଠ ସାହୁ, ଭାସ୍କର ସାହୁ, ସାଦୁକ ମାଝୀ, ଦୀପକ କୁମାର ରଣା, ଶୁଭଶ୍ରୀ ଶୁଭ ଦର୍ଶିନୀ ସିଂହ, ଅର୍ପିତା ପୁଷ୍ଟି, ମେହେକ ଅଗ୍ରୱାଲ, ଈପ୍ସା ସାହୁ, କରୁଣା ସାହୁ ଯୁବ ପ୍ରତିଭା ଭାଗ ନେଇ କାର୍ଯ୍ୟକ୍ରମ ଟିକୁ ସଫଳତା ଦେଇଥିଲେ ।

jittmm
Leave A Reply

Your email address will not be published.