ଦେଓଗାଁ ବ୍ଲକ ଅଫିସରେ ସ୍ୱଚ୍ଛତା ହିଁ ସେବା ଅଭିଯାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅଫିସରେ ସ୍ୱଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ଭାରପ୍ରାପ୍ତ ବିଡିଓ ରାମଦତ୍ତ ଭୋଇ, ଏବିଡିଓ ପୁଷ୍ପାଞ୍ଜଳି ନାଏକଙ୍କ ସହ ସମସ୍ତ କର୍ମଚାରୀ ସଫେଇ କରିଥିଲେ । କାର୍ଯ୍ୟକ୍ରମକୁ ବିଆର୍‌ଟି ମଧୁ ପଟେଲ ପରିଚାଳନା କରିଥିଲେ ।

Leave A Reply

Your email address will not be published.