ଅଭାବନୀୟ ଘଟଣା : ମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଇଥିଲା ଝିଅ, ଉଡ଼େଇଦେଲା ଋଷ ଟ୍ୟାଙ୍କ

କିଭ୍ : କିଭରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କିଭରେ ରହୁଥିବା ଜଣେ ମହିଳା ନିଜ ମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଇ ଋଷର ଟ୍ୟାଙ୍କ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଥିବା ଖବର ମିଳିଛି । ସେ ସେ ଜଣେ ତାଲିମପ୍ରାପ୍ତ ଡାକ୍ତରାଣୀ ଥିବା ବେଳେ ମୃତ୍ୟୁ ପୂର୍ବରୁ ସେ ୟୁନାଇଟେଡ୍ ଏଜେନ୍ସି ଫର ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ​‌ରେ କାର୍ଯ୍ୟରତ ଥିଲେ । ତେବେ ତାଙ୍କ ସହ ତାଙ୍କ ମା’ ଓ ଗାଡ଼ିରେ ଥିବା ଡ଼୍ରାଇଭରଙ୍କର ବି ମୃତ୍ୟୁ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.