ସାଲେପାଲି ମାଉସୀ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ରାମ ଅବତାର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ମାଉସୀ ମା’ ମନ୍ଦିରରେ ସୋମବାର ଶ୍ରୀ ଜଗନ୍ନାଥ ରାମ ଅବତାର ଧାରଣ କରିଛନ୍ତି । ଏହାକୁ ଅଞ୍ଚଳର ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି ।

Leave A Reply

Your email address will not be published.