centurian jitm

ଓଡ଼ିଆ ଭାଷା, ସଂସ୍କୃତି ଏବଂ ଐତିହ୍ୟ କ୍ଷେତ୍ରର ବିକାଶ ପାଇଁ ୧୩୨ କୋଟି ଆବଣ୍ଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ପିପୁଲସ୍‌ ବଜେଟ ଓଡିଶା ୨୦୨୨ରେ ଓଡ଼ିଆ ଭାଷା, ସଂସ୍କୃତି ଏବଂ ଐତିହ୍ୟ କ୍ଷେତ୍ରର ବିକାଶ ପାଇଁ ୧୩୨ କୋଟି ଆବଣ୍ଟିତ ହୋଇଛି । ଏଥିରେ କଳାକାରମାନଙ୍କ ସାମାଜିକ ସୁରକ୍ଷା ପାଇଁ କଳାକାର ସହାୟତା ଯୋଜନାରେ ୪୬ କୋଟି ଏବଂ ଐତିହ୍ୟ ସୁରକ୍ଷା ପାଇଁ ୧୫ କୋଟିର ଆର୍ଥିକ ବ୍ୟବସ୍ଥା ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.