ବରଗଡ ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବରଗଡ଼ ଏସ୍‌ପିଙ୍କୁ ସ୍ମାରକ ପତ୍ର ପ୍ରଦାନ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବରଗଡ଼ ଏସ୍‌ପିଙ୍କୁ ସ୍ମାରକ ପତ୍ର ପ୍ରଦାନ କାରାଯାଇଥିବା ଜଣାପଡ଼ିଛି । ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାର ଦୋଷୀ ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ କଂଗ୍ରେସ କମିଟି ପକ୍ଷରୁ ଦାବୀ କରାଯିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏସ୍‌ପିଙ୍କ ନିକଟରେ ଦାବୀ କରିଥିଲେ କଂଗ୍ରେସ କମିଟିର ପ୍ରତିନିଧି ଦଳ ।

jittmm
Leave A Reply

Your email address will not be published.