ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରବ୍ଦ

ନୂଆଦିଲ୍ଲୀ : ରାହୁଲ ଗାନ୍ଧିଙ୍କ ଲୋକସଭା ସାଂସଦ ପଦ ରବ୍ଦ କରାଯାଇଥିବା ସୂଚନା ମିଳିଛି । କୋର୍ଟଙ୍କ ଦ୍ୱାରା ଜେଲ ଦଣ୍ଡାଦେଶ ପରେ ସାଂସଦ ପଦ ରବ୍ଦ କରାଯାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ମୋଦି ସାଙ୍ଗିଆକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ବେଳେ ତାଙ୍କୁ ସୁରତର ଏକ କୋର୍ଟ ୨ ବର୍ଷ ଜେଲ ଦଣ୍ଡାଦେଶ କରିଥିଲେ ।

Leave A Reply

Your email address will not be published.