ଜେଲ୍ରେ ପୁଅ ଆର୍ୟନଙ୍କୁ ଭେଟିଲେ ଶାହାରୁଖ ଦେଶ ବିଦେଶ By Koshala Prabaha On Thursday 21st October 2021, 11:45 am Share ମୁମ୍ବାଇ : ଆଜି ସକାଳେ ଶାହରୁଖ ଖାନ୍ ମୁମ୍ବାଇ ସ୍ଥିତ ଆର୍ଥର ରୋଡ୍ ଜେଲ୍କୁ ଯାଇ ପୁଅ ଆର୍ୟନଙ୍କୁ ଭେଟି ତାଙ୍କ ପୁଅଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିଥିଲେ । ଆର୍ୟନ ତାଙ୍କ ବାପାଙ୍କୁ ଦେଖି ଭାବବିହ୍ୱଳ ହୋଇପଡିଥିବା ବେଳେ ସର୍ବମୋଟ ୧୫ରୁ ୧୮ ମିନିଟ୍ କଥାବାର୍ତ୍ତା କରିଥିବା ସୂଚନା ମିଳିଛି । news of indiaଜେଲ୍ରେ ପୁଅ ଆର୍ୟନଙ୍କୁ ଭେଟିଲେ ଶାହାରୁଖ