ଏମଏସପି ଉପରେ ସ୍ପଷ୍ଟ ମତ ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦି‌ଲ୍ଲୀ : ଏମଏସପି ଉପରେ ସ୍ପଷ୍ଟ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବରୁ ଏମଏସପି ଥିଲା । ଏମଏସପି ଅଛି ଏବଂ ଏମଏସପି ଜାରି ରହିବ । ଗରିବ ଲୋକମାନେ ମଧ୍ୟ ଶସ୍ତା ମୂଲ୍ୟରେ ରାସନ ପାଇବେ । ମଣ୍ଡି ଗୁଡ଼ିକ ଆଧୁନିକୀକରଣ ହେବ ।

Leave A Reply

Your email address will not be published.