ୟୁପିରେ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା : ୧୦୭ ପ୍ରାର୍ଥୀ ଘୋଷଣା, ଗୋରେଖପୁର ସହରରୁ ସିଏମ୍‌ ଯୋଗୀ ଲଢ଼ିବେ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଗୋରେଖପୁର ସହରରୁ ସିଏମ ଯୋଗୀ ଲଢ଼ିବେ । ପ୍ରଥମ ତାଲିକାରେ ମୋଟ ୧୦୭ ପ୍ରାର୍ଥୀଙ୍କ ନାମ ବିଜେପି ଘୋଷଣା କରିଛି । ୧୦୭ ଟି ମଧ୍ୟରୁ ୬୩ ଟି ଆସନରେ ବସିଥିବା ବିଧାୟକଙ୍କ ନାମ ଏବଂ ୨୧ ଟି ଆସନ ପାଇଁ ନୂତନ ପ୍ରାର୍ଥୀ ଘୋଷଣା କରାଯାଇଛି ।

Leave A Reply

Your email address will not be published.