om academy

ପଞ୍ଚଭୂତରେ ବିଲୀନ ହେଲେ ହୀରାବେନ

jsm

ଅହମ୍ମଦାବାଦ୍‌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । ଗାନ୍ଧିନଗର ସେକ୍ଟର ସ୍ଥିତ ଶ୍ମଶାନ ଘାଟରେ ହୀରାବେନଙ୍କ ଅନ୍ତିମ ସତ୍କାର କରାଯାଇଛି । ଶ୍ରୀ ମୋଦୀ ମା’ଙ୍କୁ ମୁଖାଗ୍ନି ଦେଇଛନ୍ତି । ଶୁକ୍ରବାର ଭୋର ୩.୩୦ରେ ହୀରାବେନଙ୍କର ଦେହାନ୍ତ ହୋଇଥିଲା ।

Leave A Reply

Your email address will not be published.