ବଜାରକୁ ଆସିଲା ମହିନ୍ଦ୍ରାର ନୂଆ ଥାର୍‌

ନୂଆଦିଲ୍ଲୀ : ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ ପକ୍ଷରୁ ନୂଆ ‘ଥାର୍‌’ ମଡେଲ ଶୁକ୍ରବାର ବଜାରକୁ ଆସିଲା । ମହିନ୍ଦ୍ରା ଗ୍ରୁପ୍‌ର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି ନୂଆ ଏସ୍‌ୟୁଭିକୁ ଉନ୍ମୋଚନ କରାଯାଇଛି । ନୂଆ ଅବତାରରେ ଆସିଥିବା ‘ଥାର୍‌’ ୨ଟି ଟ୍ରିମ ( ଏଏକ୍ସ ଏବଂ ଏଲ୍‌ଏକ୍ସ)ରେ ଉପଲବ୍ଧ ହେଉଥିବା କୁହାଯାଇଛି ।

Leave A Reply

Your email address will not be published.