ପଞ୍ଜାବରେ ମତଦାନ ଆରମ୍ଭ, ୟୁପିରେ ମଧ୍ୟ ଭୋଟ୍ ଚାଲିଛି

ନୂଆଦିଲ୍ଲୀ : ପଞ୍ଜାବ ବିଧାନସଭାର ସମସ୍ତ ୧୧୭ ଟି ସିଟ୍ ଏବଂ ଉତ୍ତରପ୍ରଦେଶର ତୃତୀୟ ପର୍ଯ୍ୟାୟରେ ୫୯ଟି ସିଟ୍ ପାଇଁ ଆଜି ପୂର୍ବାହ୍ନ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ପଞ୍ଜାବର ୧୧୭ଟି ସିଟ୍ ପାଇଁ ୯୩ ଜଣ ମହିଳାଙ୍କ ସମେତ ମୋଟ ୧ ହଜାର ୩୦୪ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ​​ଅଛନ୍ତି । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସମ୍ବେଦନଶୀଳ ମତଦାନ କେନ୍ଦ୍ରରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ସମେତ ପର୍ଯ୍ୟାପ୍ତ ସଂଖ୍ୟକ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି ।

Leave A Reply

Your email address will not be published.