ନୂଆଦିଲ୍ଲୀ : ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ସେପ୍ଟେମ୍ବର ମାସରେ ୭.୪ ପ୍ରତିଶତ ରହିଛି ଯାହା ନିର୍ଦ୍ଧାରିତ ଲକ୍ଷ୍ୟ ୬% ଠାରୁ ଅଧିକ । ଏହାକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜର ପ୍ରମୁଖ ଅସ୍ତ୍ର ସୁଧ ହାର ବୃଦ୍ଧିକୁ ଏକାଧିକ ଥର ପ୍ରୟୋଗ କରିଥିଲେ ମଧ୍ୟ ତାହାର ବିଶେଷ ସୁଫଳ ଦେଖିବାକୁ ମିଳୁନାହିଁ । ଦରଦାମ୍ ବିରୋଧରେ ଲଢେଇ ଲମ୍ବା ଚାଲିବ ବୋଲି ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟରେ କୁହାଯାଇଛି ।
Next Post