ଭୂକମ୍ପରେ ଥରିଲା ଲଦାଖ

ଲେହ : ଲେହ-ଲଦାଖରେ ଶୁକ୍ରବାର ଭୋର ପ୍ରାୟ ୪ଟା ୧୯ରେ ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ରହିଥିବା ବେଳେ ଅକ୍ଷାଂଶ ୩୫.୮୯ ଏବଂ ଦ୍ରାଘିମା ୭୭.୫୭ ରହିଛି । ଏହି ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ ।

Leave A Reply

Your email address will not be published.