ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହେଲେ ବଲିଉଡ୍ ଅଭିନେତ୍ରୀ କଙ୍ଗନା

ନୂଆଦିଲ୍ଲୀ : ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ସେ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଏଥର ୨୯ ଜଣ ମହିଳା ପଦ୍ମ ପୁରସ୍କାର ପାଇଁ ମନୋନୀତ ହେଇଥିବା ବେଳେ ୧୬ ଜଣଙ୍କୁ ମରୋଣତ୍ତର ଭାବେ ଏହା ଦିଆଯାଇଛି ଓ ଜଣେ ତୃତୀୟ ଲିଙ୍ଗ ଏଥର ପଦ୍ମ ସମ୍ମାରେ ସମ୍ମାନୀତ ହୋଇଛନ୍ତି ।

Leave A Reply

Your email address will not be published.