ଆଇପିଏଲ୍ ୨୦୨୩ : ହାଇଦ୍ରାବାଦର ନାଟକୀୟ ବିଜୟ

ନୂଆଦିଲ୍ଲୀ : ଆଇପିଏଲ୍ ୨୦୨୩ର ୫୨ ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ୍ । ଏହି ମ୍ୟାଚ୍‌ରେ ରାଜସ୍ଥାନ ବ୍ୟାଟ୍ସମ୍ୟାନ୍ ଜବରଦସ୍ତ ବ୍ୟାଟିଂ କରି ହାଇଦ୍ରାବାଦ ଆଗରେ ୨୧୫ ରନ୍‌ର ବିଜୟ ବିଜୟ ଲକ୍ଷ୍ୟ ଦେଇଥିଲା । କିନ୍ତୁ ଶେଷ ବଲ୍‌ରେ ହାଇଦ୍ରାବାଦର ନାଟକୀୟ ବିଜୟ ହାସଲ କରିଛି । ରାଜସ୍ଥାନର ଦୁଇ ଓପନିଂ ଯୋଡ଼ି ଜସ୍ ବଟଲର ଏବଂ ଜଶସ୍ୱୀ ଜୈସ୍ୱାଲ ଦୃଢ଼ ମୂଳଦୁଆ ପକାଇଥିଲେ । କିନ୍ତୁ ୪ ୱିକେଟରେ ହାରିଛି ରାଜସ୍ଥାନ ।

Leave A Reply

Your email address will not be published.