ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ

ରାଜସ୍ଥାନ : ରାଜସ୍ଥାନରେ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ରାଜସ୍ଥାନ ହନୁମାନଗଡ଼ରେ ଖସି ପଡ଼ିଛି MIG-21 ଫାଇଟର ଜେଟ୍‌ । ବିମାନ ଖସିବା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାଗ୍ରସ୍ତ ବିମାନର ପାଇଲଟ ସୁରକ୍ଷିତ ଥିବା ବେଳେ ଗାଁରେ ବିମାନ ଖସିବା ଯୋଗୁଁ ୩ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.