om academy

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇ ଅସୀମ୍ ବନ୍ଦୋପାଧ୍ୟାୟଙ୍କ କରୋନାରେ ଦେହାନ୍ତ

jsm

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନଭାଇ ଅସୀମ୍ ବନ୍ଦୋପାଧ୍ୟାୟ କରୋନାରେ ପ୍ରାଣ ହରାଇଥିବା ଖବର ମିଳିଛି । କରୋନା ଯୋଗୁଁ ଆଜି ସକାଳେ ତାଙ୍କ ପରଲୋକ ହୋଇଥିବା ଜଣାପଡ଼ିଛି ।

ପାରିବାରିକ ସୂଚନା ଅନୁଯାୟୀ, ଗତ ଏକ ମାସ ଧରି ଅସୀମ୍ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । କୋଭିଡ-୧୯ ନିର୍ଦ୍ଦେଶାବଳୀ ଅନୁସାରେ ଅସୀମ୍‌ଙ୍କ ଶେଷକୃତ୍ୟ କରାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.