oum

କରୋନା ସଂକ୍ରମଣରେ ବିସ୍ଫୋରକ ସ୍ଥିତି : ୨୪ ଘଣ୍ଟାରେ ୧,୮୪,୩୭୨ ନୂତନ ମାମଲା, ୧,୦୨୭ ରୋଗୀଙ୍କ ମୃତ୍ୟୁ

jsm

ନୂଆଦିଲ୍ଲୀ : ସାରା ଦେଶରେ ଅନିୟନ୍ତ୍ରିତ ବେଗରେ କରୋନା ମାମଲା ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୮୪,୩୭୨ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧,୦୨୭ ରୋଗୀଙ୍କ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ବିଭାଗର ସର୍ବଶେଷ ତଥ୍ୟ ଅନୁଯାୟୀ, ସାରା ଦେଶରେ କରୋନା ରୋଗ ସଂକ୍ରମିତଙ୍କ ସଂଖ୍ୟା ୧,୩୮,୭୩,୮୨୫ କୁ ବୃଦ୍ଧି ପାଇଛି । ଏଥି ସହିତ, ସମଗ୍ର ଦେଶରେ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧,୭୨,୦୮୫ କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.