ଦେଶରେ କରୋନାର ୨ ଲକ୍ଷ ୮୨ ହଜାର ୯୭୦ ନୂଆ ସଂକ୍ରମିତ ଚିହ୍ନଟ, ଗତ ୨୪ ଘଂଟା ମଧ୍ୟରେ ୪୪୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଗତ ୨୪ ଘଂଟା ମଧ୍ୟରେ କରୋନା ଭୂତାଣୁର ୨ ଲକ୍ଷ ୮୨ ହଜାର ୯୭୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ସମୟ ମଧ୍ୟରେ ୧ ଲକ୍ଷ ୮୮ ହଜାର ୧୫୭ ଜଣ କରୋନାକୁ ପରାସ୍ତ କରି ସୁସ୍ଥ ହୋଇଥିବା ସୂଚନା ମିଳିଛି । ଏହି ସମୟରେ କରୋନା ସଂକ୍ରମଣ ହେତୁ ୪୪୧ ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.