ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂହ ସିଦ୍ଧୁ

ଚଣ୍ଡିଗଡ଼ : ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍‌ନ୍ତି ନବଜୋତ ସିଂହ ସିଦ୍ଧୁ । ଏଆଇସିସି ସଭାପତିଙ୍କ ପାଖକୁ ହାତଲେଖା ଇସ୍ତଫା ପତ୍ର ପଠାଇଛନ୍ତି ସିଦ୍ଧୁ । ଗତକାଲି ନିକଟରେ ବିଧାନସଭା ନିର୍ବାଚନ ଆୟୋଜିତ ହୋଇଥିବା ୫ଟି ରାଜ୍ୟର ପିସିସି ସଭାପତିଙ୍କୁ ଇସ୍ତଫା ଦେବାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଥିବା ବେଳେ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ ।

Leave A Reply

Your email address will not be published.