ଏଥର ଜିଓ ଏବଂ ଏୟାରଟେଲ୍‌ ସହ ଟକ୍କର ଦେଇ ପାରେ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଳୀ : ବିଏସ୍‌ଏନ୍‌ଏଲ୍‌ ୪ଟି ନୂଆ ବ୍ରଡ୍‌ବ୍ୟାଣ୍ଡ ପ୍ଳାନ୍‌ ଲଂଚ କରିଛି, ଯେଉଁଟାକି ଜିଓ ଏବଂ ଏୟାରଟେଲ୍‌କୁ ଟକ୍କର ଦେବ ବୋଲି ଚାରିଆଡେ ର୍ଚଚ୍ଚା ହେଉଛି । ୪ଟି ପ୍ଲାନ୍‌ ଯଥାକ୍ରମେ ୪୪୯ଟଙ୍କା, ୭୭୯ ଟଙ୍କା, ୯୯୯ ଟଙ୍କା, ୧୪୯୯ ଟଙ୍କା ରହିଛି । କମ୍ପାନୀ ଏସବୁ ପ୍ଳାନ୍‌ରେ ଉପଭୋକ୍ତାଙ୍କୁ କଲିଂଙ୍ଗ, ହାଇ ସ୍ପିଡ୍‌ର ଡାଟା ଓ ଡିସ୍‌ନି ପ୍ଲସ୍‌ ହଟ୍‌ଷ୍ଟାରର ସଦ୍ୟସତା ପ୍ରଦାନ କରିବ ବୋଲି କମ୍ପାନୀ ପକ୍ଷରୁ ଦାବୀ ରହିଛି ।

Leave A Reply

Your email address will not be published.