oum

ଆମେରିକୀୟ ଏୟାର ଷ୍ଟ୍ରାଇକ୍ ଉପରେ ବୋବାଲ୍‌

jsm

ଦମିସ୍‌କ୍‌ : ଆମେରିକାର ବାୟୁସେନା ସିରିଆରେ ଇରାନ ମିଲିସିଆ ଟାର୍ଗେଟରେ ଏୟାର ଷ୍ଟ୍ରାଇକ କରିବା ପରଠାରୁ ଏକ ଅଡୁଆ ସୃଷ୍ଟି ହୋଇଛି । ଏହାକୁ ଆମେରିକାର ଭୟଭୀତତା ବୋଲି କହି ସିରିଆ ସରକାର ଜୋ ବାଇଡେନଙ୍କୁ ଜଙ୍ଗଲର ନିୟମ ପାଳନ ନକରିବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ଇରାନ କହିଛି ଯେ, ସିରିଆକୁ ସମର୍ଥନ ଜାରି ରଖିବ । କିଛି ଦିନ ପୂର୍ବରୁ ସିରିଆର ଆଇଏଆଇଏସ୍‌ ବେସରେ ରୁଷର ବାୟୁସେନା ମଧ୍ୟ ଏୟାର ଷ୍ଟ୍ରାଇକ୍ କରିଥିଲା । ଏହାପୂର୍ବରୁ ପଡୋଶୀ ଇସ୍ରାଏଲ ମଧ୍ୟ ଇରାନ ସମର୍ଥିତ ମିଲିସିଆ ଟାର୍ଗେଟରେ ଅନେକ ଏୟାର ଷ୍ଟ୍ରାଇକ କରିଛି ।

Leave A Reply

Your email address will not be published.