ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରଥମ କଂଗ୍ରେସ ତାଲିକା ପ୍ରକାଶ : ଚମକୌର ସାହିବରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ଚନ୍ନୀ

ଚଣ୍ଡିଗଡ଼ : ବିଧାନସଭା ନିର୍ବାଚନ ପାଇଁ ପଞ୍ଜାବରେ ରାଜନୈତିକ ମାହୋଲ୍‌ ସରଗରମ୍‌ ହୋଇ ଉଠିଛି । ଶାସକ କଂଗ୍ରେସ ଦଳ ଶନିବାର ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ୮୬ ଜଣଙ୍କ ନାମ ସାମିଲ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଚମକୌର ସାହିବରୁ ଓ ପ୍ରଦେଶ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଅମୃତସର ପୂର୍ବରୁ ନିର୍ବାଚନ ଲଢିବେ ।

Leave A Reply

Your email address will not be published.