ଜାପାନରେ ଭୂମିକମ୍ପ

ନୂଆଦିଲ୍ଲୀ : ଶନିବାର ରାତିରେ ଜାପାନରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମିମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଥିଲା । ୟୁନାଇଟେଡ୍ ଷ୍ଟେଟ୍‌ସ ଜିଓଲୋଜିକାଲ ସର୍ଭେ ଦ୍ୱାରା ଏହାକୁ ନିଶ୍ଚିତ କରାଯାଇଛି । ୟୁନାଇଟେଡ୍ ଷ୍ଟେଟ୍‌ସ ଜିଓଲୋଜିକାଲ ସର୍ଭେ ଅନୁଯାୟୀ ଶନିବାର ରାତିରେ ଉତ୍ତର ଜାପାନର ହକ୍କାଇଡୋରେ ୬.୧ ମ୍ୟାଗ୍ନିଚ୍ୟୁଡର ଏକ ଭୂମିକମ୍ପ ଘଟିଛି । କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଉପକୂଳବର୍ତ୍ତୀ ସହରଗୁଡ଼ିକ ଥରି ଉଠିଥିଲା ।

Leave A Reply

Your email address will not be published.