ଗୁଜୁରାଟରେ ଭୂମିକମ୍ପ ଝଟ୍‌କା

ଅହମ୍ମଦାବାଦ : ଗୁଜୁରାଟରେ ଗୁରୁବାର ସକାଳେ ଭୂମିକମ୍ପ ଅନୁଭୂତ ହୋଇଛି । ସୂଚନା ଅନୁସାରେ, ସୁରଟଠାରୁ ୬୧ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ଏହି ଭୂମିକମ୍ପ ସ୍ଥଳ ବୋଲି କୁହାଯାଉଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୩.୫ ରହିଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ସୁରଟର ୬୧ କିଲୋମିଟର ଦକ୍ଷିଣ-ପୂର୍ବରେ ଆଜି ସକାଳେ ଏହି ଭୂମିକମ୍ପ ଘଟିଛି ।

Leave A Reply

Your email address will not be published.

error: Content is protected !!