ଅକ୍ଷୟ କୁମାରଙ୍କ ବଚ୍ଚନ ପାଣ୍ଡେ ଫିଲ୍ମ : ରିଲିଜ ହେବ ୨୬ ଜାନୁୟାରୀ ୨୦୨୨ରେ ଦେଶ ବିଦେଶମନୋରଞ୍ଜନ By Koshala Prabaha On Monday 25th January 2021, 1:28 pm Share ନୂଆଦିଲ୍ଲୀ : ବଚ୍ଚନ ପାଣ୍ଡେ ର ଏକ ନୂଆ ପୋଷ୍ଟର ସେୟାର୍ କରି ଅକ୍ଷୟ କୁମାର ଶନିବାର ଦିନ ସେୟାର କରି ଅକ୍ଷୟ କୁମାର ଲେଖିଛନ୍ତି ଯେ, ବଚ୍ଚନପାଣ୍ଡେ ୨୬ ଜାନୁୟାରୀ ୨୦୨୨ରେ ମୁକ୍ତିଲାଭ କରିବ । ତେବେ ଏହି ଫିଲ୍ମରେ ଅକ୍ଷୟଙ୍ଙ୍କୁ ଜଣେ ଗ୍ୟାଙ୍ଗଷ୍ଟାର ଭୂମିକାରେ ଅଭିନୟ କରିବାର ଦେଖିବାକୁ ମିଳିବ । akshya kumar newsbachan pande movieNewdelhi news