ଭୋଜପୁରୀ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ଆମ୍ରପାଲି ଦୁବେ ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ ପାଇଁ ୨୫ରୁ ୩୦ ଲକ୍ଷ ଟଙ୍କା ନିଅନ୍ତି

ମୁମ୍ବାଇ : ଭୋଜପୁରୀ ଚଳଚ୍ଚିତ୍ର ଜଗତର ବହୁ ଚର୍ଚ୍ଚିତ ଗ୍ଲେମରିୟସ୍‌ ଅଭିନେତ୍ରୀ ଆମ୍ରପାଲି ଦୁବେ ନିଜ ଅଭିନୟ ପାଇଁ ବେଶ୍‌ ସୁନାମ ଅର୍ଜନ କରି ସାରିଛନ୍ତି । ତାଙ୍କ ଆକର୍ଷଣୀୟ ଅଭିନୟ କୋଟି କୋଟି ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇଛି । ଭୋଜପୁରୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଗଣନା କରାଯାଇଥାଏ । କେବଳ ଏତିକି ନୁହେଁ, ସୋସିଆଲ ମିଡ଼ିଆ ଜଗତରେ ମଧ୍ୟ ଅଭିନେତ୍ରୀ ଆମ୍ରପାଲି ବେଶ୍‌ ସକ୍ରିୟ । ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ ପାଇଁ ୨୫ରୁ ୩୦ ଲକ୍ଷ ଟଙ୍କା ନିଅନ୍ତି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.