ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୨୧ ମୃତ ଅନେକ ଆହତ

ନୂଆଦିଲ୍ଲୀ : କୋଲକାତାର ଗାଜା ପଟ୍ଟିଠାରେ ଥିବା ଏସ୍‌ଏସ୍‌କେଏମ୍‌ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସେଠାକାର ସ୍ୱାସ୍ଥ୍ୟ ଓ ନାଗରିକ ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା ଗଣମାଧ୍ୟମରୁ ପ୍ରକାଶ ।

ଘଟଣାସ୍ଥଳରେ ବହୁ ପରିମାଣର ଗ୍ୟାସୋଲିନ୍ ରଖାଯାଇଥିବାରୁ ହଠାତ୍ ଅଗ୍ନି ସଂଯୋଗ ହୋଇଥିବା ଯାଞ୍ଚରୁ ଜଣାପଡ଼ିଛି । ଆବଶ୍ୟକ ପଡ଼ିଲେ ମେଡିକାଲ ଚିକିତ୍ସାର ସାହାଯ୍ୟ କରିବେ ବୋଲି ଇଜରାଏଲ ସରକାର କହିଛନ୍ତି ।

ଡାକ୍ତରଖାନାର ଏକ ଲ୍ୟାବରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି । ୯ଟି ଦମକଳ ଗାଡ଼ି ଅଗ୍ନିକୁ ଆୟତ୍ତ କରିଥିବା ବେଳେ ଘଟଣାରେ କୌଣସି ରୋଗୀ ଫସି ରହିଥିବା ସୂଚନା ମିଳିନାହିଁ । ଗୁରୁବାର ରାତି ପ୍ରାୟ ୧୦ଟା ଘଟିକାରେ ଡାକ୍ତରଖାନାର ଦି ମହଲା କୋଠାରେ ଏହି ଅଗ୍ନିକାଣ୍ଡ ହୋଇଥିଲା । ଡାକ୍ତରଖାନାର ସିଟି ସ୍କାନ୍ ରୁମରୁ ଏକ୍ସରେ ରୁମ ପର୍ଯ୍ୟନ୍ତ କ୍ଷଣକରେ ନିଆଁ ବ୍ୟାପି ଯାଇଥିଲା । ପୋଲିସର ସୂଚନା ମୁତାବକ ସିଟି ସ୍କାନ ମେସିନରେ ସର୍ଟ ସର୍କିଟ୍ ହେବା ଫଳରେ ଏହି ଅଗ୍ନି ସଂଯୋଗ ହୋଇଥିଲା ।

Leave A Reply

Your email address will not be published.

error: Content is protected !!