ଭୟାବହ ଅଗ୍ନିକାଣ୍ଡ : ୧ ମୃତ

ମୁମ୍ବାଇ : ମୁମ୍ବାଇର କୁର୍ଲା ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଣେ ୭୦ ବର୍ଷ ବୟସ୍କା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଚତୁର୍ଥ ମହଲାରୁ ଦଶମ ମହଲା ପର୍ଯ୍ୟନ୍ତ ନିଆଁ ବ୍ୟାପି ଯାଇଥିଲା । ନିଆଁ ଲାଗିବା ପରେ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରେ ଏଡିଏଫ୍‌ଓ, ୩ଟି ସିନିୟର ଏସ୍‌ଓ, ଚାରିଟି ଫାୟାର ଇଞ୍ଜିନ, ତିନୋଟି ଜେଟି, ଗୋଟିଏ ଏଚ୍‌ପି, ଗୋଟିଏ ଏଲ୍‌ପି ଉପସ୍ଥିତ ରହି ନିଆଁକୁ ଆୟତ୍ତ କରିଥିଲେ ।

Leave A Reply

Your email address will not be published.