om academy

ଆଲୁମିନିୟମ୍‌ ତାର ସହ ଗାଡି ଜବତ, ଜଣେ ଅଟକ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅଞ୍ଚଳରେ ଲକ୍‌ଡାଉନ୍‌ର ଫାଇଦା ଉଠାଇ ଦିନକୁ ଦିନ ଚୋରଙ୍କ ପ୍ରାଦୁର୍ଭାବ ବଢି ଚାଲିଛି । ତେବେ ଆଜି ବିଳମ୍ବିତ ରାତିରେ ସଇଁନ୍ତଲା ପୁଲିସ ଖବର ପାଇବା ପରେ ଏକ ପିକ୍‌ଅପ୍‌ ଭ୍ୟାନ ଗାଡି(ଓଡ଼ି-୧୫-ଜି-୫୭୩୪)ରେ ଆଲୁମିନିୟମ୍‌ ତାର ଚୋର ଚାଲାଣ ହେଉଥିବା ବେଳେ ଗାଡି ଜବତ କରିବା ସହ ଗାଡି ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.