Browsing Category

ସ୍ୱତନ୍ତ୍ର

ଅଟୋମନ ସାମ୍ରାଜ୍ୟ ସ୍ୱପ୍ନରେ ତୁର୍କୀ

ସୌମେନ୍ଦ୍ର ଜେନା ତୁର୍କୀ ଏସିଆ ଓ ଇଉରୋପ ମହାଦେଶର ଯୋଗାଯୋଗ ସ୍ଥଳରେ ଥିବା ରାଷ୍ଟ୍ର । ଏସିଆର ଏହି ରାଷ୍ଟ୍ର ଆରବଜଗତର ନିକଟତର ହୋଇଥିଲେ ହେଁ ଇଉରୋପୀୟ ୟୁନିଅନ ଗୋଷ୍ଠୀରେ ୧୯୮୭ରୁ ସଦସ୍ୟ ଅପେକ୍ଷାରେ ଥିବାବେଳେ ନାଟୋର ସଦସ୍ୟ । ଅସ୍ତ୍ରଶସ୍ତ୍ର କ୍ରୟ ପାଇଁ ରୁଷିଆ ସହ ଅଧିକ ସଂପର୍କ
Read More...

ଆତ୍ମନିର୍ଭର ଆର୍ଥିକ ବ୍ୟବସ୍ଥା (ବଜେଟ୍‌)

ସୌମେନ୍ଦ୍ର ଜେନା ଫେବୃଆରୀ ମାସ ଆରମ୍ଭରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆବର୍ଷର ବଜେଟ ସଂସଦରେ ଉପସ୍ଥାପନ କରିଛନ୍ତି । ଯଦି ସକାରାତ୍ମକ ଦୃଷ୍ଟିରୁ ବିଚାରର କରାଯାଏ ତେବେ ଏହା ଏକ ସନ୍‌ନ୍ତୁଳିତ, ଜୀବନ ରକ୍ଷାକାରୀ, ଆତ୍ମନିର୍ଭର ଆର୍ଥିକ ବ୍ୟବସ୍ଥା ନିର୍ମାଣ ପାଇଁ ସହାୟକ ବଜେଟ
Read More...

ଭାରତ-ଇସ୍ରାଏଲ ମୈତ୍ରୀର ତିନି ଦଶନ୍ଧି

ସୌମେନ୍ଦ୍ର ଜେନା ଚଳିତ ବର୍ଷ ଭାରତ ସ୍ୱାଧୀନତାର ୭୫ବର୍ଷ ପାଳନ କରୁଥିଲା ବେଳେ ଆସନ୍ତାବର୍ଷ ଇସ୍ରାଏଲ ମଧ୍ୟ ତାର ସ୍ୱାଧୀନତାର ୭୫ବର୍ଷ ପାଳନ କରିବ । ଇତି ମଧ୍ୟରେ ଦୁଇ ଦେଶର ସ୍ୱୀକୃତ ମୈତ୍ରୀକୁ ମାତ୍ର ତିନି ଦଶନ୍ଧି ପୂରଣ ହୋଇଛି । ୨୯ଜାନୁଆରୀ ୨୦୨୨ଦିନ ଦୁଇ ଦେଶର ନେତୃତ୍ୱ ପରସ୍ପରକୁ
Read More...

ମହାତ୍ମା ଗାନ୍ଧୀଙ୍କ ମୂଲ୍ୟବାନ ଚିନ୍ତାଧାରା ଆଜି ମଧ୍ୟ ଯୁବ ପିଢ଼ି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ଆଜି ବାପୁଙ୍କ ମୃତ୍ୟୁ ବାର୍ଷିକୀ । ତାଙ୍କ ଶ୍ରାଦ୍ଧ ଦିବସରେ ଦେଶ ଆଜି ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇଛି । ଦେଶ ତଥା ବିଶ୍ୱକୁ ଅହିଂସା ପଥ ଅନୁସରଣ କରିବାକୁ ଶିଖାଇଥିଲେ ବାପୁ । ସମଗ୍ର ଦେଶ ଜାତିର ପିତାଙ୍କୁ ମନେ ରଖିଛି ଓ ମନେରଖିବ ସବୁଦିନ ପାଇଁ । ବାପୁଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ
Read More...

ଭଡାଟିଆ ସେନାବାହିନୀ

- ସୌମେନ୍ଦ୍ର ଜେନାଅତୀତ କାଳରେ ରାଜା-ମହାରାଜା ଏବଂ ସାମନ୍ତ ରାଜାମାନେ ଏମିତି ଭଡାଟିଆ ସେନାଙ୍କୁ ବ୍ୟବହାର କରୁଥିଲେ । ଏବେ ଲୋକଙ୍କୁ ଦମନ କରିବା ପାଇଁ ସେମିତି ଆମେରିକା ଓ ରୁଷିଆ ନିଜର ଲକ୍ଷ୍ୟସାଧନ ପାଇଁ ସେନାଙ୍କୁ ବ୍ୟବହାର ନକରି ଭଡାଟିଆ ସେନାବାହିନୀ ବା ବେସରକାରୀ ସେନାଙ୍କୁ ଉପଯୋଗ
Read More...

ସାଧୁ ସାବଧାନ : ଆସୁଛି ପଞ୍ଚାୟତ ନିର୍ବାଚନ

ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଗ୍ରାମାଂଚଳର ବିକାଶ ପାଇଁ ଉଚିତ୍‌ ପ୍ରତିନିଧି ବାଛିବା ଏହା ହିଁ ମହାର୍ଘ୍ୟ ସମୟ । ଏହି ସମୟକୁ ହାତଛଡ଼ା କରିଦେଲେ ଗ୍ରାମାଂଚଳର ବିକାଶ ଆହୁରି ପାଂଚ ବର୍ଷ କାଳ ବାଟ ହୁଡ଼ିଯିବ । ଏଥିପାଇଁ ସମସ୍ତ ମତଦାତା କୌଣସି ଲୋଭର ବଶବର୍ତ୍ତୀ ନ ହୋଇ
Read More...

ବିପ୍ଲବୀ ସୁଭାଷ ବୋଷ

ଆଜି ଆମ ପ୍ରିୟ ସ୍ଵାଧୀନତା ସଂଗ୍ରାମୀ ସୁଭାଷ ବୋଷଙ୍କ ଜନ୍ମ ଜୟନ୍ତୀ । ଯାହା କଥାରେ ମେଘାସନରେ ମେଘ ଗର୍ଜୁ ଥିଲା, ମହାନଦୀରେ ରକ୍ତର ଢେଉ ଉଠୁଥିଲା, ସେ ଥିଲେ ସୁଭାଷ ବୋଷ । ଯାହାର ଜନ୍ମ ଅଛି ମୁତ୍ୟୁ ନାହିଁ । ୧୮୯୭ ଜାନୁୟାରୀ ୨୩ ତାରିଖ କଟକର ଓଡ଼ିଆ ବଜାରରେ ଜନ୍ମ । ବାପା ସୁନାମ ଧନ୍ୟ
Read More...

ସେଲ୍ୟୁଟ୍‌ ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ

ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ତାଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ ୧୮୯୭ ମସିହା ଜାନୁଆରୀ ୨୩ ତାରିଖ ଓଡିଶାର କଟକ ଓଡ଼ିଆ ବଜାରଠାରେ ହୋଇଥିଲା । ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ
Read More...

ଚାଖି ଖୁଣ୍ଟିଆ (ଚନ୍ଦନ ହଜୁରୀ)

ଚନ୍ଦନ ହଜୁରୀ ଓରଫ ଚାଖି ଖୁଣ୍ଟିଆ ଶ୍ରୀକ୍ଷେତ୍ରର ହରଚଣ୍ଡୀସାହି ନିବାସୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଙ୍ଗ ଲାଗି ସେବକ ହଜୁରୀ ଭୀମ ସେନ ଖୁଣ୍ଟିଆ ଓ କମଳାବତୀଙ୍କ କୋଳ ମଣ୍ଡନ କରି ଜନ୍ମଗ୍ରହଣ କରିଥିଲେ ୧୮୨୭ ମସିହାର ଶାମ୍ବ ଦଶମୀ ଦିନ । କେତେକ ମତ ଦିଅନ୍ତି ତାଙ୍କର ଜନ୍ମ କାର୍ତ୍ତିକ
Read More...

ମୁକୁଟବିହୀନ ସମ୍ରାଟ ଲଳିତ କୁମାର ନାୟକ ଦାଦାଙ୍କୁ ଶ୍ରଦ୍ଧାଞ୍ଜଳି

ସତ୍ୟସୁନ୍ଦର ଭଂଜ ଅନ୍ୟ ପାଇଁ ଧରାପୃଷ୍ଠକୁ ଆସିଥିଲେ । କିନ୍ତୁ ଅସମୟରେ ଚାଳିଗଲେ । ତୁମ ତିରୋଧାନର ଆଜି ୧୮.୧.୨୦୨୨ ହେଉଛି ପ୍ରଥମ ବାର୍ଷିକ । ପ୍ରତିକ୍ଷଣରେ ମୋ' ସମେତ ଅନେକେ ତୁମକୁ ସ୍ମରଣ କରୁଛନ୍ତି । ତୁମ ଅନୁପସ୍ଥିତି ଆମକୁ କଷ୍ଟ ଦେଉଛି । ରୋଗୀ, ଶ୍ରମିକ, ବେସାହାରାର ଶାଣିତ ସ୍ୱର
Read More...