Browsing Category

ସ୍ୱତନ୍ତ୍ର

ବ୍ରହ୍ମୋସ୍‌ ପଛରେ ବିଶ୍ୱ

ସୌମେନ୍ଦ୍ର ଜେନା ଭାରତର ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌କୁ ନେଇ ଏବେ ଭାରତ ବାହାରେ ଖୁବ୍‌ ଜୋର ଚର୍ଚ୍ଚା ଜାରି ରହିଛି । ଫିଲିପାଇନ୍ସର ସୋସିଆଲ ମିଡିଆରେ ବ୍ରହ୍ମୋସ୍‌ ଏବଂ ଭାରତ ଉଭୟେ ଯୁବଶକ୍ତିର ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଛନ୍ତି । ଫିଲିପାଇନ୍ସର ଲୋକେ
Read More...

ହେଟା ହେନ୍ତା ହେବାନ’

ଗାଁ ଗୁଟା ଲୋକ୍‌ ଠୁଲେଇ କରି ମାଷ୍ଟର୍‌ ବବା ମିଟିଂ କଲେ । ବଏଲେ, ମୁଇଁ ଇ’ଖେପି ଆମର୍‌ ପଞ୍ଚାୟତ୍‌ର ସରପଞ୍ଚ ଲାଗି ଠାଡ଼୍‌ ହେଇଛେଁ । ମୁଇଁ ଜିତ୍‌ଲେ ଗାଁ ଜିତ୍‌ଲା ବାଗିର୍‌ଟା । ମତେ ମାହାପୁରୁ ଛୁଆପୁତା ନେଇଁଦେଇ, ତମେ ମାନେ ଏକା ମୋର୍‌ ଛୁଆପିଲା, ସଁସାର୍‌ । ମାଷ୍ଟର୍‌ ଚାକିରି
Read More...

ଆଜି ପ୍ରେମ ସପ୍ତାହର ଚତୁର୍ଥ ଦିନ : ଟେଡ଼ି ଦିବସର ମଜା ନିଅନ୍ତୁ

ସୁଶ୍ରୀ ସ୍ନେହଲତା ଚାଲିଛି ଉନ୍ମାଦନା ଓ ଉତ୍ସାହମୟ ପ୍ରେମ ସପ୍ତାହ । ଆଜି ପ୍ରେମ ସପ୍ତାହର ଚତୁର୍ଥ ଦିନ । ତେବେ ଆଜିର ଦିନଟିକୁ ପ୍ରେମ ସପ୍ତାହର ‘ଟେଡ଼ି ଦିବସ’ ଭାବରେ ସାରା ବିଶ୍ୱରେ ପାଳନ କରାଯାଉଛି । ଟେଡ଼ି ଦିବସ ପ୍ରେମିକ ପ୍ରେମିକାମାନଙ୍କ ପାଇଁ ବେଶ୍‌ ଆକର୍ଷଣୀୟ ଦିବସ ଭାବରେ
Read More...

ଠ’ ନାଡ଼ୁ

ବଡ଼ା ମୁସ୍‌କିଲ୍‌ କଥା । ଇ’ ଯୁଆନ୍‌ ବଏସେ ମୁଡ଼ର୍‌ ବାଲ୍‌ ମୁଡ଼ା ମୁଡ଼ା କରି ଉଲି ହେଇଯଉଛେ । କୁରି ହେଲା ବେଲ୍‌କେ ଝଡ଼ୁଥିବାର୍‌ ବାଲ୍‌ କେ ଦେଖିକରି ମୁହୁଁକେ ଆମିଲ୍‌ ଆମିଲ୍‌ କରି ପକଉଛେ ମନ୍‌ଟୁ । କୁଡେ଼ ବଛର୍‌ ନେଇଁ ପୁର୍‌ବାର୍‌ ତାଏଲ୍‌ । ଆର୍‌ ମାସ୍‌ ଚାରେ ଗଲା ଉତ୍‌ରୁ ଯାଏ
Read More...

ଚିନ୍ତାରେ ଇମରାନ

ସୌମେନ୍ଦ୍ର ଜେନା ପାକିସ୍ଥାନର ପ୍ରଧାନମନ୍ତ୍ରୀ ଇମରାନ ଖାଁ କ୍ରିକେଟରେ ଯେତେସବୁ ସମ୍ମାନ ଅର୍ଜନ କରିଥିଲେ ରାଜନୀତିକୁ ଆସି ତା’ଠାରୁ ଅଧିକ ଅସମ୍ମାନିତ ହେବାରେ ଲାଗିଛନ୍ତି । ଦେଶ ଭିତରେ ସାଧାରଣ ଜନତା ଓ ଗଣମାଧ୍ୟମ ଗୁଡିକରେ ଇମରାନଙ୍କ ଅପାରଗତାକୁ କେନ୍ଦ୍ରକରି ଚର୍ଚ୍ଚା ଜାରିଥିଲା
Read More...

ଏଭ୍‌ତକ୍‌ ମୁଇଁ ମୋର୍‌ ମାଁବୁଆର୍‌ ପାଖେ ଅଛେଁ

ବଡ଼ା ଦିନୁଁ ଭେଟ୍‌ ପଡ଼ିଛନ୍‌ ଦୁଇ ଦୋସ୍ତ । କଲେଜ୍‌ ଥି ପାଠ୍‌ ପଢ଼୍‌ଲା ବେଲ୍‌କେ ଦୁହେଁ ଗୁଟେ କଲେଜ୍‌ ନେ, ଗୁଟେ ଇଅର୍‌, ଗୁଟେ ସେକ୍‌ସନ୍‌ ଥି ପାଠ୍‌ ପଢ଼ିଛନ୍‌ । କଲେଜ୍‌ ପଢ଼୍‌ଲା ବେଲେ ଦୁହେଁ ଜୀବନ୍‌ ଦିଆଦୁଇ ସାଙ୍ଗ୍‌ ବଲି ସଭେ ଜାନିଥିଲେ । ଏନ୍‌ତାକି ଇ’ ଦୁହି ଜନ୍‌ କେ କଲେଜ୍‌
Read More...

ଆଜି ପ୍ରେମ ସପ୍ତାହର ପ୍ରଥମ ଦିନ : ଗୋଲାପ ଫୁଲର ମହକରେ ମହକିବ ପ୍ରେମ

ସୁଶ୍ରୀ ସ୍ନେହଲତା ଆଜି ପ୍ରେମ ସପ୍ତାହର ପ୍ରଥମ ଦିନ । ଗୋଲାପ ଫୁଲର ମହକରେ ମହକିବ ପ୍ରେମ ପୃଥିବୀ । ପ୍ରେମ ଆଜିର କଥା ନୁହେଁ । ପ୍ରେମ ଆଗରୁ ବି ଥିଲା, ଏବେ ବି ଅଛି, ଜଗତ ରହିଥିବା ଯାଏଁ ନିଶ୍ଚୟ ରହିବ । ଜୀବନ ଜିନ୍ଦାବାଦର ନାରା ନେଇ ସାରା ପୃଥିବୀରେ ଘୂରି ବୁଲୁଥିବା ପ୍ରେମ,
Read More...

ଯଦି ପ୍ରେମରେ ପଡ଼ିଛନ୍ତି…..

ସୁଶ୍ରୀ ସ୍ନେହଲତା ପ୍ରେମରେ ପଡ଼ିବା କିଛି ନୁଆ କଥା ନୁହେଁ । ଅଥଚ ପ୍ରେମକୁ ନିଭେଇବା ସବୁଠାରୁ ବଡ଼ କଥା । ଏଣୁ ଆସନ୍ତୁ ପ୍ରେମ ଉପରେ ସାମାନ୍ୟ କିଛି କଥା ଜାଣିବା । ୧. କାହାକୁ ଭଲ ପାଇବା ପୂର୍ବରୁ ନିଜକୁ ଭଲ ପାଇବା ଏକାନ୍ତ ଜରୁରୀ । ଯିଏ ନିଜକୁ ପ୍ରେମ କରନ୍ତି, ତାହାକୁ
Read More...

ସେ ମାହାପୁରୁ ଥିଲେ ଜାନ୍‌ବା !

ଆନନ୍ଦ ଚନ୍ଦ୍ର ସାହୁ ଖସଙ୍ଗ୍‌ ଖସଙ୍ଗ୍‌ ଚାଲି ଆସୁଛେ ମଙ୍ଗ୍‌ଲୁ ।ବଏଠୁର ପାଖୁ ଚାଲିଗଲା ଯେ ମହୁଲି ଗନ୍ଧ୍‌ ଭକ୍‌ କଲା । ବଏଠୁ ବଏଲା - ନା’ରେ ମଙ୍ଗ୍‌ଲୁ, ମାସେ ନେଇଁ ହେବାର୍‌ ପରେ ସାତ୍‌ ଦିନ୍‌ ତକ୍‌ ଡାକ୍ତର୍‌ଖାନା ଥି ପଡ଼ିଥିଲୁ । ମରୁ ମରୁ ବାଁଚିଛୁ । ତୋର୍‌ ଛୁଆପିଲା ସୁରୁ ସୁରୁ
Read More...

ପାଖେଇ ଆସୁଛି ପ୍ରେମ ସପ୍ତାହ : ପ୍ରେମିକ ପ୍ରେମିକାମାନେ ସତର୍କ ରୁହନ୍ତୁ

ସୁଶ୍ରୀ ସ୍ନେହଲତା ପାଖେଇ ଆସୁଛି ପ୍ରେମ ସପ୍ତାହ । ସାରା ବିଶ୍ୱରେ ଆସନ୍ତା ଫେବୃଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରତିବର୍ଷ ପ୍ରେମ ସପ୍ତାହ ପାଳନ ହୋଇଥାଏ । ଏହି ସମୟରେ ପ୍ରେମିକ ପ୍ରେମିକାମାନେ ବିଶେଷ ସତର୍କ ରହିବା ଉଚିତ । ୧. ଯାହାଙ୍କ ସହ ସାରା ଜୀବନ କଟାଇବା ପାଇଁ
Read More...