Browsing Category

ରାଜନୀତି

କଂଗ୍ରେସ ଛାଡ଼ି ବିଜେପିରେ ସାମିଲ୍‌ ହେଲେ ଖୁସ୍‌ବୁ ସୁନ୍ଦର

ଚେନ୍ନାଇ : ତାମିଲନାଡ଼ୁ ରାଜନୀତିରେ କଂଗ୍ରେସ୍‌କୁ ଲାଗିଛି ଏକ ବଡ଼ ଝଟ୍‌କା । ଜଣାଶୁଣା ଷ୍ଟାର ଅଭିନେତ୍ରୀ ତଥା ରାଜନେତ୍ରୀ ଖୁସ୍‌ବୁ ସୁନ୍ଦର କଂଗ୍ରେସ ପାର୍ଟିରୁ ଇସ୍ତଫା ଦେଇ ବିଜେପିରେ ସାମିଲ୍‌ ହୋଇଛନ୍ତି । ତେବେ ଦିଲ୍ଲୀରେ ବିଜେପି ହେଡ଼୍‌କ୍ୱାର୍ଟରରେ ସେ ପାର୍ଟିର ସଦସ୍ୟତା ଗ୍ରହଣ
Read More...

ବଲାଙ୍ଗିର ବିଜେଡି ତରଫରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଜୁ ଜନତା ଦଳ ପରିବାର ତରଫରୁ ନବ ନିଯୁକ୍ତ ଜିଲ୍ଲା ଛାତ୍ର ବିଜେଡି ସଭାପତି ଗୁଞ୍ଜ ଖାନ ଏବଂ ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ସୁମନ କୁମାର ନନ୍ଦ ଓ ବଲାଙ୍ଗିର ଜୋନ ସଭାପତି ଚିରାଗ ସିଂଦେଓଙ୍କୁ ସ୍ଥାନୀୟ ଶୈଳଶ୍ରୀ ପେଲେସ୍ ଠାରେ ସମ୍ବର୍ଦ୍ଧିତ
Read More...

ବିଜେପି କାର୍ଯ୍ୟକର୍ତ୍ତାଙ୍କ ନାଁ ଘୋଷଣା ହେଲା : ଜେ.ପି. ନଡ୍ଡା ଟିମ୍‌ରେ ୪ ଓଡ଼ିଆ ସାମିଲ୍‌

ଭୁବନେଶ୍ୱର : ବିଜେପି. କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି ବିଜେପି ସଭାପତି ଜେ.ପି. ନଡ୍ଡା । ତେବେ ଦୁଇ ଜଣ ଓଡ଼ିଆ ନିଜର ପଦ ବଜାୟ ରଖିଛନ୍ତି । ଉପସଭାପତି ପଦରେ ପୂର୍ବଭଳି ବୈଜୟନ୍ତ ପଣ୍ଡା ରହିଥିବା ବେଳେ ରାଷ୍ଟ୍ରୀୟ ପ୍ରବକ୍ତା ସ୍ଥାନ ବଜାୟ ରଖିଛନ୍ତି ସମ୍ବିତ ପାତ୍ର ।
Read More...

ବିଜୁ ଜନତା ଦଳ ପକ୍ଷରୁ ମହିଳା ସମାବେଶ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅଂଚଳର ଆଠଗୋଟି ପଂଚାୟତର ବିଜୁ ଜନତାଦଳର ସଭାନେତ୍ରୀମାନଙ୍କୁ ନେଇ ଲଖମରା ଗ୍ରାମପଂଚାୟତ ଅନ୍ତର୍ଗତ କୁଧ୍ରେନପାଲିଠାରେ ଏକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ପାଇକମାଲ ବ୍ଲକର ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ ମୁଖ୍ୟ
Read More...

ରାଷ୍ଟ୍ରପତି ସ୍ୱୀକାର କଲେ ହର୍‌ସିମ୍‌ରତ୍‌ କୌର୍‌ ବାଦଲ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ପରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ କ୍ୟାବିନେଟ୍‌ ମନ୍ତ୍ରୀମଣ୍ଡଳରୁ ହର୍‌ସିମ୍‌ରତ୍‌ କୌର୍‌ଙ୍କ ଇସ୍ତଫାକୁ ସ୍ୱୀକାର କରି ନେଇଛନ୍ତି । ତେବେ ରାଷ୍ଟ୍ରପତି କେନ୍ଦ୍ରୀୟ ମନ୍ତ୍ରୀ ପରିଷଦରୁ ହର୍‌ସିମ୍‌ରତ୍‌ଙ୍କ ଇସ୍ତଫା
Read More...

ରକ୍ଷା ମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ ହେଉଛି ଯେ ପ୍ରଧାନମନ୍ତ୍ରୀ ଚୀନ୍‌ର ଅତିକ୍ରମଣ ନେଇ ଭ୍ରମିତ କରିଛନ୍ତି : ରାହୁଲ…

ନୂଆଦିଲ୍ଲୀ : ରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବୟାନରେ ସ୍ପଷ୍ଟ ହୋଇଯାଇଛି ଯେ ଚୀନ୍‌ ଅତିକ୍ରମଣ ନେଇ ପ୍ରଧାନମନ୍ତ୍ରୀ ଦେଶକୁ ଭ୍ରମିତ କରିଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଆମର ଦେଶ ସର୍ବଦା ଭାରତୀୟ ସେନାଙ୍କ ଠିଆ ହୋଇଥିଲା ଏବଂ ଠିଆ ହୋଇ ରହିବ ମଧ୍ୟ । କିନ୍ତୁ ଆପଣ କେବେ ଚୀନ୍‌
Read More...

ଜୟା ବଚ୍ଚନଙ୍କ ବୟାନ ଉପରେ ରବି କିଶନଙ୍କ ପ୍ରତିକ୍ରିୟା : ଜୟା ବଚ୍ଚନ ମତେ ସମର୍ଥନ କରିବେ ବୋଲି ବିଶ୍ୱାସ ଥିଲା

ନୂଆଦିଲ୍ଲୀ : ଭୋଜପୁରୀ ଫିଲ୍ମ ଜଗତର ସୁପର୍‌ହିଟ୍‌ ଅଭିନେତା ତଥା ବିଜେପି. ସାଂସଦ ରବି କିଶନ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନଙ୍କ ବୟାନ ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିବାକୁ ଯାଇ କହିଛନ୍ତି, ଜୟା ବଚ୍ଚନ ମତେ ସମର୍ଥନ କରିବେ ବୋଲି ମୋର ବିଶ୍ୱାସ ଥିଲା । ସେ ଏହା ବି କହିଛନ୍ତି
Read More...

ଜୟା ବଚ୍ଚନଙ୍କ ବୟାନରେ କଙ୍ଗନାଙ୍କ ବକ୍ରୋକ୍ତି : ମୋର ଜାଗାରେ ଯଦି ଶ୍ୱେତା ଥାଆନ୍ତା କିମ୍ବା ସୁଶାନ୍ତଙ୍କ ଜାଗାରେ…

ମୁମ୍ବାଇ : ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନଙ୍କ ବୟାନ ଉପରେ ବକ୍ରୋକ୍ତି ରଖିଛନ୍ତି ଗଙ୍ଗନା ରନୌତ । ସେ କହିଛନ୍ତି ଯେ, ମାର ଜାଗାରେ ଯଦି ଶ୍ୱେତା ଥାଆନ୍ତା କିମ୍ବା ସୁଶାନ୍ତଙ୍କ ଜାଗାରେ ଅଭିଷେକ ଥାଆନ୍ତା, ତେବେ ବି କ’ଣ ଜୟା ଏମିତି କହନ୍ତେ! ସୂଚନାଯୋଗ୍ୟ ଯେ, ସାଂସଦ ଜୟା ବଚ୍ଚନ
Read More...

ମନ୍ଦିର ପୂଜକମାନଙ୍କୁ ପ୍ରତି ମାସ ମିଳିବ ହଜାରେ ଟଙ୍କା ଲେଖାଏଁ : ମମତା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମମତା ସରକାର ଏବେ ପ୍ରତି ମାସ ମନ୍ଦିରଗୁଡ଼ିକରେ ପୂଜା କରୁଥିବା ପୂଜକମାନଙ୍କୁ ହଜାରେ ଟଙ୍କା ଲେଖାଏଁ ଦେବେ । ତେବେ ଏହି ଯୋଜନାରେ ୮ ହଜାର ପୂଜକଙ୍କୁ ଲାଭ ମିଳିବ ବୋଲି କୁହାଯାଇଛି । ଏପରିକି ଯେଉଁ ପୂଜକମାନଙ୍କର ବାସଗୃହ ନାହିଁ, ସେମାନଙ୍କୁ ପଶ୍ଚିମବଙ୍ଗ ଆବାସ
Read More...

କଙ୍ଗନା ବିବାଦ ଭିତରେ ଉଦ୍ଧବ ଠାକ୍‌ରେଙ୍କ ପ୍ରେସ୍‌ କନ୍‌ଫରେନ୍ସ୍‌ : ମହାରାଷ୍ଟ୍ରକୁ ବଦ୍‌ନାମ୍‌ କରିବାର ପ୍ରୟାସ…

ମୁମ୍ବାଇ : କଙ୍ଗନା ବିବାଦ ଭିତରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଆଜି ପ୍ରେସ୍‌ କନ୍‌ଫରେନ୍ସର ଆୟୋଜନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ବର୍ତ୍ତମାନ ତାଙ୍କ ନଜର୍‌ କରୋନା ଉପରେ ରହିଛି । ଏହା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ଠାକ୍‌ରେ ଏହା ମଧ୍ୟ କହିଛନ୍ତି ଯେ,
Read More...