Browsing Category

ଓଡିଶା

ମ୍ୟୁଜିକ୍ ସର୍କଲର ୪୯ତମ ବସନ୍ତୋତ୍ସବ ଆସନ୍ତା ମାର୍ଚ୍ଚ ୨୦ରୁ

ରାଉରକେଲା, (ସସ୍ମିତା ପ୍ରଧାନ) : :ରାଉରକେଲାର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ 'ମ୍ୟୁଜିକ୍ ସର୍କଲ' ଆନୁକୂଲ୍ୟରେ ତିନିଦିନ ବ୍ୟାପୀ ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ - ବସନ୍ତ ଉତ୍ସବ - ୨୦୨୬ ଆସନ୍ତା ୨୦, ୨୧ ଏବଂ ୨୨ ତାରିଖରେ ଅନୁଷ୍ଠାନର ନିଜସ୍ଵ ମେହେର ମଣ୍ଡପ ଠାରେ ମହାସମାରୋହରେ
Read More...

ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ ଆସନ୍ତା ୧୬ରୁ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରରେ ନୂତନ ଭାବେ ଆତ୍ମପ୍ରକାଶ କରିଥିବା ପ୍ରତିବିମ୍ବ ନାଟ୍ୟାନୁଷ୍ଠାନ ତରଫରୁ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ ଆସନ୍ତା ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏନେଇ ପ୍ରୟାସ କାର୍ଯ୍ୟାଳୟ
Read More...

ଏପ୍ରିଲ ୭ ରୁ ୧୧ ବନଦୁର୍ଗା ମହୋତ୍ସବ

ମା' ପାଟଣେଶ୍ୱରୀଙ୍କୁ ନିଉତା ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଦ ଦେଶରେ ଆସନ୍ତା ଏପ୍ରିଲ ୭ ରୁ ୧୧ ତାରିଖ ପର୍ଯ୍ୟନ୍ତ ବନଦୁର୍ଗା ମହୋତ୍ସବ ଅନୁଷ୍ଠିତ ହେବ । ପ୍ରାକ୍ତନ ପାଟଣାରାଜ୍ୟର ଅଧିଷ୍ଠାତ୍ରୀ ଦେବୀ
Read More...

ତୈଳିକ ବୈଶ୍ୟ ସମାଜର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜ ପକ୍ଷରୁ ରବିବାର ଦିନ ଏକ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଶାନ୍ତିପଡ଼ା ସ୍ଥିତ ତୈଳିକ ବୈଶ୍ୟ ସମାଜର କଲ୍ୟାଣ ମଣ୍ଡପରେ ଜିଲ୍ଲା ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭାରେ ଜିଲ୍ଲାର
Read More...

ମଦ ପାଉଚ ପାଇଁ ଜୀବନ ଗଲା : ଏସ୍‌ଡ଼ିପିଓଙ୍କ ବଡ ଖୁଲାସା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଳି ଯାଇଥିବା ମଦ ପାଉଚ ପାଇଁ ଜୀବନ ଗଲା । ମଦ ପାଉଚ ପାଇଁ କାଠ ଫାଳିଆରେ ପିଟି ପିଟି ସାଙ୍ଗକୁ ମାରି ଦେଲା ସାଙ୍ଗ । ଏଭଳି ଘଟଣା ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ରିନ୍‌ ବଚନ୍‌ ଗ୍ରାମରେ ଘଟିଥିବା ବେଳେ ୨୪ ଘଣ୍ଟା ନ ପୂରୁଣୁ ବଲାଙ୍ଗିର ସଦର ଥାନା ପୋଲିସ
Read More...

ଇକୋ କ୍ଲବ ତରଫରୁ ତମାମୁରା ୟୁପି ସ୍କୁଲର ନେଚର କ୍ୟାମ୍ପ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ତମାମୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନେଚର କ୍ୟାମ୍ପ ଇକୋ କ୍ଲବ ତରଫରୁ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଗାଈଖାଇ ଇକୋ ଟୁରିଜମ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲ, ପରିବେଶ ଓ
Read More...

ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତଦାନ ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ସ୍ୱାଭିମାନ ପରିବାର ବଲାଙ୍ଗିର ତରଫରୁ ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମେଡିକାଲ ଅଫିସର୍ ଧୀରେନ୍ଦ୍ର କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଆଗଲପୁର ଥାନା ଅଧିକାରିଣୀ ଅନିତା ନାଏକ ମୁଖ୍ୟ ଅତିଥି
Read More...

କବି ଡକ୍ଟର ଧର୍ମେନ୍ଦ୍ର ପ୍ରଧାନଙ୍କୁ ତହଁକ୍ କୁଟୁମର ବିଦାୟ ସମ୍ବର୍ଦ୍ଧନା

ଭାବ ବିହ୍ୱଳ ହେଲା ସମ୍ବର୍ଦ୍ଧନା ପର୍ବ ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ବରଗଡ ଜିଲ୍ଲାର ପଣ୍ଡକିପାଲି ଗ୍ରାମର କବି, ଗାଳ୍ପିକ, ପ୍ରାବନ୍ଧିକ ନାଟ୍ୟକାର ଡକ୍ଟର ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଜଣେ ମିଷ୍ଟଭାଷୀ ଓ ମେଳାପୀ ମଣିଷ । ତାଙ୍କ ଚରିତ୍ର ଏବଂ ଜୀବନଶୈଳୀ ଖୁବ୍ ନିଆରା ।
Read More...

ଆସନ୍ତା ୧୬ ରୁ ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬

ରାଉରକେଲା, (ସସ୍ମିତା ପ୍ରଧାନ) : ସହରରେ ନୂତନ ଭାବେ ଆତ୍ମ ପ୍ରକାଶ କରିଥିବା ପ୍ରତିବିମ୍ବ ନାଟ୍ୟାନୁଷ୍ଠାନ ତରଫରୁ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ ଆସନ୍ତା ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବବୋଲି ଜଣାପଡିଛି । ଏନେଇ ପ୍ରୟାସ କାର୍ଯ୍ୟାଳୟ
Read More...

ମ. ରାମପୁର ସବରେଜିଷ୍ଟ୍ରି ଅଫିସରଙ୍କ ଦବଙ୍ଗଗିରି

ସରକାରୀ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଦେଇ ରେଜିଷ୍ଟେସନ କରିବାକୁ ଚାପ ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା, ମ. ରାମପୁର ମହିଳା ସବ ରେଜିଷ୍ଟର ସୌଦାମିନି ମାଝିଙ୍କ ଦବଙ୍ଗଗିରି ଅଭିଯୋଗ ହୋଇଛି । ଏଠାରେ ପ୍ରକାଶ ଯେ ମ. ରାମପୁର ସରପଞ୍ଚ ବୀଣାପାଣି ସାହୁ ଜଣେ ଗରିବ ଅସହାୟ
Read More...