Browsing Category
ଓଡିଶା
କୁଚ୍ ବେହାର ଟ୍ରଫି କ୍ରିକେଟ ଚତୁର୍ଥ ଦିବସ ଅନ୍ତିମ ମ୍ୟାଚ୍ : ଓଡିଶା ବନାମ ହିମାଚଳ ପ୍ରଦେଶ ଫଳାଫଳ ଅମିମାଂସୀତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଚାରି ଦିବସୀୟ କୁଚ୍ ବେହାର ଟ୍ରଫି କ୍ରିକେଟର ଅନ୍ତିମ ଦିବସ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ପୂର୍ବଦିନର ଅସମାପ୍ତ ଖେଳ ୩ ୱିକେଟ!-->…
Read More...
Read More...
ଅସୁରକ୍ଷିତ ଜାତୀୟ ରାଜପଥ ଏନ୍.ଏଚ୍.ଏ.ଆଇ -୧୬
ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଦେଇଯାଇଥିବା ଜାତୀୟ ରାଜପଥ ଏନ୍.ଏଚ୍.ଏ.ଆଇ.-୧୬ ଏବେ ସମ୍ପୂର୍ଣ୍ଣ ଅସୁରକ୍ଷିତ ମନେ ହେଉଛି । ଯାହାଫଳରେ ସର୍ବସାଧାରଣଙ୍କ ଯାତାୟତରେ ସୁରକ୍ଷିତ ତଥା ଶୃଙ୍ଖଳିତ ଭାବେ ଗମନାଗମନରେ ବ୍ୟବସ୍ଥିତ ସୁବିଧାରେ ନଥାଇ ଅନେକ ତ୍ରୁଟି ରହିଥିବା!-->…
Read More...
Read More...
ବ୍ରହ୍ମପୁରର ଅଭିନେତ୍ରୀ, ନିର୍ଦ୍ଦେଶକ, ନାଟ୍ୟକାର, ସୁଲେଖିକା କୀରଣବାଳା ମିଶ୍ରଙ୍କ ଦେହାନ୍ତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ, ନିର୍ଦ୍ଦେଶକ, ନାଟ୍ୟକାର ଏବଂ ସୁଲେଖିକା କୀରଣବାଳା ମିଶ୍ରଙ୍କ ଦିଲ୍ଲୀରେ ହୃଦଘାତ ଯୋଗୁଁ ତାଙ୍କ ଦେହାନ୍ତ ହୋଇଯାଇଛି । ଶୁକ୍ରବାର ଗଞ୍ଜାମ ଜିଲ୍ଲାରେ ଏହି ଦୁଃଖଦ ଖବର ପହଂଚିବା ପରେ କଳାକାର ମହଲରେ!-->…
Read More...
Read More...
ବିଲେଇସରଡା ହାଇସ୍କୁଲର ବାର୍ଷିକ କ୍ରୀଡା ଉଦଯାପିତ
-"ଶାରୀରିକ ଓ ମାନସିକ ବିକାଶ ପାଇଁ କ୍ରୀଡା ପ୍ରତିଯୋଗିତା ଏକ ଅତ୍ୟାବଶ୍ୟକ ଉପାଦାନ"
ବଲାଙ୍ଗିର, (କେପିଏନ୍ଏସ୍) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସରଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ପ୍ରଧାନଶିକ୍ଷକ ସ୍ୱାଧୀନ ସାହୁଙ୍କ!-->!-->!-->…
Read More...
Read More...
କଲ୍ୟାଣପୁର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ : ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କଲ୍ୟାଣପୁର ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ଓ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ଆଶୀଷ ପତ୍ର ପ୍ରଦାନ ଦ୍ୱାରା ବିଦ୍ୟାର୍ଥୀମାନେ ଆଗକୁ ବଢିବାକୁ ଉତ୍ସାହ ଓ ପ୍ରେରଣା ପାଇଥାନ୍ତି ବୋଲି ଶୁକ୍ରବାର ପୁରୀ ଜିଲ୍ଲା ଡେଲାଙ୍ଗ!-->…
Read More...
Read More...
ଜାହାଜ ଏବଂ ବନ୍ଦର ସୁରକ୍ଷା ପାଇଁ ‘ବନ୍ଦର ସୁରକ୍ଷା ବ୍ୟୁରୋ’ ଗଠନ ସମ୍ପର୍କରେ ଅମିତ ଶାହଙ୍କ ସମୀକ୍ଷା ବୈଠକ
କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ସାରା ଦେଶରେ ବନ୍ଦରଗୁଡ଼ିକ ପାଇଁ ଏକ ଦୃଢ଼ ସୁରକ୍ଷା ଢାଞ୍ଚା ପ୍ରତିଷ୍ଠା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତିବାଣିଜ୍ୟ କ୍ଷମତା, ସ୍ଥାନ ଏବଂ ଅନ୍ୟାନ୍ୟ କାରକଗୁଡିକୁ ବିଚାରକୁ ନେଇ ସୁରକ୍ଷା ପଦକ୍ଷେପଗୁଡ଼ିକ ପର୍ଯ୍ୟାୟକ୍ରମେ ଏବଂ ବିପଦ-ଭିତ୍ତିକ!-->…
Read More...
Read More...
ମ୍ୟୁନିସିପାଲ୍ ମହାବିଦ୍ୟାଳୟରେ ପଞ୍ଚଦିବସୀୟ ଅଧ୍ୟାପନା ବିକାଶ କାର୍ଯ୍ୟକ୍ରମ ଉଦଘାଟିତ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମ୍ୟୁନିସିପାଲ୍ ମହାବିଦ୍ୟାଳୟ ଓ ପିଏମ୍ ଉଷାର ମିଳିତ ସହଯୋଗରେ, ଅଧ୍ୟାପନା ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ପଞ୍ଚଦିବସୀୟ କର୍ମଶାଳା, “ଉଚ୍ଚ ଶିକ୍ଷାରେ କୃତ୍ରିମ ବୁଦ୍ଧିମତା ପ୍ରସଙ୍ଗ, ଆହ୍ୱାନ ଏବଂ ପ୍ରସ୍ତାବ” ଆରମ୍ଭ ହୋଇଯାଇଛି । ଏ!-->…
Read More...
Read More...
ପ୍ରଧାନମନ୍ତ୍ରୀ ୨୦ ଡିସେମ୍ବରରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ
ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ପ୍ରାୟ ୩୨୦୦ କୋଟି ଟଙ୍କାର ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେପ୍ରଧାନମନ୍ତ୍ରୀ ନଦିଆ ଜିଲ୍ଲାରେ ଏନଏଚ-୩୪ରେ ୬୬.୭ କିମି ଦୈର୍ଘ୍ୟର ୪ ଲେନ୍ ବିଶିଷ୍ଟ ବାରାଜଗୁଲି-କ୍ରିଷ୍ଣାନଗର ସେକ୍ସନର ଉଦଘାଟନ କରିବେପ୍ରଧାନମନ୍ତ୍ରୀ ଉତ୍ତର ଚବିଶ!-->…
Read More...
Read More...
ଦେଶବ୍ୟାପୀ ଆଦିବାସୀ ବିକାଶକୁ ତ୍ୱରାନ୍ୱିତ କରିବାକୁ ଜୁଏଲ୍ ଓରାମଙ୍କ ନେତୃତ୍ୱରେ ଆଦିବାସୀ ସାଂସଦମାନଙ୍କ ଏକତା
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ଗୁରୁବାର ଆଦିବାସୀ ସାଂସଦ ଏବଂ ମନ୍ତ୍ରୀମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ଆଲୋଚନାର ନେତୃତ୍ୱ ନେଇଥିଲେ, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତର ଆଦିବାସୀ ସମ୍ପ୍ରଦାୟର ସାମଗ୍ରିକ ବିକାଶକୁ ତ୍ବରାନ୍ବିତ!-->…
Read More...
Read More...
୨୦-୨୧ ଡିସେମ୍ବରରେ ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
ଆସାମରେ ପ୍ରାୟ ୧୫,୬୦୦ କୋଟି ଟଙ୍କାର ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀଗୌହାଟୀରେ ଲୋକପ୍ରିୟ ଗୋପୀନାଥ ବରଦୋଲୋଇ ଅର୍ନ୍ତଜାତୀୟ ବିମାନବନ୍ଦରର ନୂଆ ଟର୍ମିନାଲ ଭବନ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀପ୍ରାୟ ୧.୪ ଲକ୍ଷ ବର୍ଗ ମିଟରରୁ ଅଧିକ ପରିବ୍ୟାପ୍ତ ଏହି ନୂତନ!-->…
Read More...
Read More...