Browsing Category
ଓଡିଶା
ପଦ୍ମପୁର ବନ ଦୁର୍ଗା ମନ୍ଦିରରେ ମା’ କୁଷ୍ମାଣ୍ଡାଙ୍କ ଆବିର୍ଭାବ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ସ୍ଥିତ ମା' ବନ ଦୁର୍ଗା ମନ୍ଦିର ଠାରେ ରବିବାର ଚୈତ୍ର ଶୁକ୍ଳ ଚତୁର୍ଥୀ ଦିନ ସକାଳ ୭ ଘଣ୍ଟା ସମୟରେ ବନ ଦୁର୍ଗା ମନ୍ଦିର ଠାରେ ଶହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମେତ ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀଙ୍କ ମନ୍ତ୍ର ଉଚ୍ଚାରଣ ସହିତ ଶଙ୍ଖ,!-->…
Read More...
Read More...
ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରିଣୀ ବୈଠକରେ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି
ବଲାଙ୍ଗିର, (କେପିଏନ୍ଏସ୍) : ଗତକାଲି ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରିଣୀ ବୈଠକ ମାଲପଡା ସ୍ଥିତ ରେଲୱେ ଉପଭୋକ୍ତା ସଂଘ ଅଫିସରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ସଂପାଦକ ମଧୁସୂଦନ ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ପରେ ଅନୁଷ୍ଠାନର ସଭାପତି ଡ. ଶ୍ରୀକର ମିଶ୍ରଙ୍କ!-->…
Read More...
Read More...
ମୁହଲପାଲିରେ ବିଜେପି ପକ୍ଷରୁ ଦିନଦୟାଲ ଉପାଧ୍ୟାୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର
ପଦ୍ମପୁର, (ନିରୋଜ କୁମାର ପାଣୀ) : ଶନିବାର ଓ ରବିବାର ଦୁଇଦିନିଆ ଭାରତୀୟ ଜନତା ପାର୍ଟି ପଦ୍ମପୁର ବିଧାନସଭା ଲଖମରା ମଣ୍ଡଲ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ମହୁଲପାଲି ଠାରେ ସଭାପତି ଟୁନା ଦଣ୍ଡସେନାଙ୍କ ନେତୃତ୍ୱରେ ଦୁଇଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପ୍ରଶିକ୍ଷଣ ମହା ଅଭିଯାନ!-->…
Read More...
Read More...
ପୂର୍ଣ୍ଣଚନ୍ଦ୍ର ସ୍ମୃତି ନ୍ୟାସର ପ୍ରତିଷ୍ଠାତା ବାଞ୍ଛାନିଧି ରଥଙ୍କ ପରଲୋକ
ବଲାଙ୍ଗିର, (କେପିଏନ୍ଏସ୍) : ପୂର୍ଣ୍ଣଚନ୍ଦ୍ର ସ୍ମୃତି ନ୍ୟାସର ପ୍ରତିଷ୍ଠାତା ବାଞ୍ଛାନିଧି ରଥଙ୍କ ଗତକାଲି ରାତିରେ ବଲାଙ୍ଗିର ଠାରେ ପରଲୋକ ହୋଇଯାଇଛି । ୧୯୩୨ ମସିହାରେ ସେକାଳର ପାଟଣାଷ୍ଟେଟରେ ଜନ୍ମିତ ଶ୍ରୀ ରଥ, ବଲାଙ୍ଗିରର ରାଜେନ୍ଦ୍ର କଲେଜରୁ ବିଏ ପାସ କରିବା ପରେ କଟକର ମଧୂସୂଦନ ଆଇନ!-->…
Read More...
Read More...
ଭାରସାମ୍ୟ ହରାଇ ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତିଲେ ଚାଳକ
ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଆଜି ସମୟ ପାଖାପାଖି ରାତି ୮ଟାରେ କଣ୍ଟାବାଞ୍ଜି ବିକାଶ ସ୍କୁଲର ବସ୍ କୁମ୍ଭାରଖୁନକୁ ଆସୁଥିବା ସମୟରେ ବାଗଦୋର ଗ୍ରାମ ପଞ୍ଚାୟତର ଥୁଡିବାହାଲ ଓ ବନମାଲ ମଝି ଏକ କ୍ରସିଂ ସ୍ଥାନରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ତା ସହ ସ୍କୁଲ!-->…
Read More...
Read More...
ନୂଆପଡା ଜିଲ୍ଲାରେ ହୀରା ଖଣିର ସନ୍ଧାନ ନେଇ ବିଧାନସଭାରେ ଉତ୍ତର ରଖିଲେ ଖଣି ମନ୍ତ୍ରୀ
ଜିଲ୍ଲାର ବିକାଶ ନେଇ ଆଶା ବାନ୍ଧି ବସିଛନ୍ତି ଅଞ୍ଚଳବାସୀ
ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ା ଜିଲ୍ଲା ମୋଟାନୂଆପଡ଼ା ପଞ୍ଚାୟତ କଲମିଦାଦର ଗାଁରେ ହୀରାଖଣିର ସନ୍ଧାନ ମିଳିଛି । ଏବେ ନୂଆପଡ଼ାର ଭାଗ୍ୟ ବଦଳିଯିବ ଓ ଦାଦନ ଗଡ଼ ବିକଶିତ ହେବ ବୋଲି ଜିଲ୍ଲାବାସୀ ଆଶା କରୁଛନ୍ତି । ସୂଚନା!-->!-->!-->…
Read More...
Read More...
ତାଲପାଲିପଡା ଶ୍ରୀରାମ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମ ମନ୍ଦିରର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆଜିଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ ମହିଳା ଓ ପୁରୁଷ କଳସ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ!-->…
Read More...
Read More...
ଆଇ ଲଭ୍ ଟିଟିଲାଗଡ ପାର୍କ ପାଖରୁ ଚୋରି ଅଭିଯୋଗରେ ଦୁଇ ଗିରଫ
୨୪ ଘଣ୍ଟା ନ ପୁରୁଣୁ ଚୋରଙ୍କୁ ଧରିବାରେ ସଫଳ ହେଲା ଟିଟିଲାଗଡ ପୋଲିସ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସଇଁନ୍ତଲା ଅଞ୍ଚଳର ଦିବ୍ୟ ରଞ୍ଜନ ହରପାଲ କୌଣସି କାର୍ଯ୍ୟ ପାଇଁ ଟିଟିଲାଗଡ ଆସିଥିବା ବେଳେ ଆଇ ଲଭ୍ ଟିଟିଲାଗଡ ପାର୍କ ନିକଟରେ ଦୁଇଜଣ ଯୁବକ ଭୁଜାଲି ଦେଖାଇ ତାଙ୍କୁ ମାଡପିଟ କରି!-->!-->!-->…
Read More...
Read More...
ଆସ୍ଥାର ଅନନ୍ୟା ନାରୀ କାର୍ଯ୍ୟକ୍ରମ ସଫଳତା ସହ ସମ୍ପନ୍ନ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଆସ୍ଥା ତରଫରୁ ସିଭିକ ସେଣ୍ଟର ଠାରେ ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଅନନ୍ୟା ନାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସ୍ଥାର ସଭାପତି ବିଷ୍ଣୁ ମୋହନ ମିଶ୍ରଙ୍କ ସଭାପତିତ୍ୱ,!-->…
Read More...
Read More...
ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ରାଉରକେଲା କମିଟି ପକ୍ଷରୁ ସ୍ଥାନୀୟ ବିଶ୍ରା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ
ରାଉରକେଲା, (ସସ୍ମିତା ପ୍ରଧାନ) : ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ରାଉରକେଲା କମିଟି ପକ୍ଷରୁ ସ୍ଥାନୀୟ ବିଶ୍ରା ଛକ ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଟେଟ୍ରା ପ୍ୟାକ୍ ମଦ ସହିତ ସମସ୍ତ ପ୍ରକାର ମଦ ଓ ମାଦକ ଦ୍ରବ୍ୟକୁ ନିଷିଦ୍ଧ କରିବା, ଇଣ୍ଟରନେଟ ଓ ମୋବାଇଲରେ ଅଶ୍ଳୀଳତାର!-->…
Read More...
Read More...