Browsing Category
ଓଡିଶା
ଡିସେମ୍ବର ୨୪ ଓ ୨୫ ତାରିଖରେ ରାଉରକେଲା ସିଭିଲ୍ ଟାଉନସିପ୍ ଏଲଆଇସି ଗ୍ରାଉଣ୍ଡରେ ଆୟୋଜିତ ହେବ ଲାୟନ୍ସ ଫେଟ୍ ୨୦୨୫
ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ଡିସେମ୍ବର ୨୪ ଓ ୨୫ ତାରିଖ ଦୁଇଦିନ ଧରି ସିଭିଲ୍ ଟାଉନସିପ୍ ଏଲଆଇସି ପଡିଆରେ ଆୟୋଜିତ ହେବାକୁ ଯାଉଛି ଲାୟନ୍ସ ଫେଟ୍ । ଲାୟନ୍ସ କ୍ଲବ ଅଫ୍ ରାଉରକେଲା ବେଦବ୍ୟାସ ପକ୍ଷରୁ ସିଭିଲ୍ ଟାଉନ୍ ସିପ୍ ଲାୟନ୍ସ ଆଇ ହସ୍ପିଟାଲଠାରେ ଅନୁଷ୍ଠିତ ଏକ ସାମ୍ବାଦିକ!-->…
Read More...
Read More...
ମାୟାବର୍ହା ହାଇସ୍କୁଲରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାରେ ପ୍ରଧାନଶିକ୍ଷକ ଡ. ରବିଚନ୍ଦ୍ର ପଶୟତଙ୍କ ଅଧ୍ୟକ୍ଷତାରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ!-->…
Read More...
Read More...
ମନୁପାଲିରେ ଯୁବକଙ୍କ ସନ୍ଦେହ ଜନକ ଆତ୍ମହତ୍ୟା
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭର୍ସୂଜା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ମନୁପ।ଲି ଗ୍ରାମ ନିକଟସ୍ଥ ଖେଳ ପଡିଆର ସ୍ପୋର୍ଟସ ଚେଞ୍ଜିଂ ରୁମ୍ରେ ଜଣେ ଯୁବକଙ୍କ ମୃତଦେହ ଫେନ୍ କ୍ଲାଂପରେ ଲାଗିଥିବା ଦଉଡ଼ିରେ ଝୁଲୁଥିବା ଦେଖିବାକୁ ମିଳିଛି । ତେବେ ଏହା!-->…
Read More...
Read More...
ପଞ୍ଚାୟତ ହାଇସ୍କୁଲଠାରେ ବାର୍ଷିକ କ୍ରୀଡା ପାଳନ
ବେଲପଡା, (ଭୋଜରାଜ ଦଣ୍ଡସେନା) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଲପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତର ବନମାଲ ହାଇସ୍କୁଲଠାରେ ବାର୍ଷିକ କ୍ରୀଡା ପାଳନ କରାଯାଇଛି । ଏହି ବାର୍ଷିକ କ୍ରୀଡା ପାଇଁ ପ୍ରଥମେ ମା' ବନାମଲେନ ମନ୍ଦିର ଠାରୁ ଏକ ମଶାଲ ଯାତ୍ରା ଆରମ୍ଭ ହୋଇଥିଲା । ଉକ୍ତ ମଶାଲ!-->…
Read More...
Read More...
ପାଇକମାଲ ଡ୍ରିମ ଲାଣ୍ତ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଡ୍ରିମ ଲାଣ୍ଡ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଅଧ୍ୟକ୍ଷ ସତ୍ୟ ନାରାୟଣ ଯୋଷୀ, ସ୍କୁଲର ପ୍ରତିଷ୍ଠାତା ରାଜେନ୍ଦ୍ର କୁମାର ରାଉତ, ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର,!-->…
Read More...
Read More...
ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ତରଙ୍ଗିଣୀ ପାଳିତ ହୋଇସାରିଛି । ଉକ୍ତ ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପହଣ୍ଡି ବିଜୟ ମେହେର ସଭାପତିତ୍ୱ କରିଥିବା ବେଳେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ!-->…
Read More...
Read More...
ଗଞ୍ଜାମ ବ୍ଳକ୍ ବି. କାଇଞ୍ଚପୁର ଗାଁ ନିକଟରେ ସଡ଼କ ଦୁର୍ଘଟଣା : ୧ ମୃତ, ୩ ଗୁରୁତର
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅର୍ନ୍ତଗତ ହୁମା-ପୁରୁଷୋତ୍ତମପୁରକୁ ଯାଇଥିବା ରାସ୍ତା ଗଞ୍ଜାମ ବ୍ଳକର ବି. କାଇଞ୍ଚପୁର ଗାଁ ନିକଟରେ କାର ସହ ୨ଟି ବାଇକ୍ ଧକ୍କା ହୋଇ ସୋମବାର ଦିନ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ୨ଟି ବାଇକ୍ ସହ ଜଣେ କଲେଜ!-->…
Read More...
Read More...
ଆଇ.ଆର୍.ଇ.ଏଲ୍. କଲୋନୀ ପରିସରରେ ବନ୍ଧୁତ୍ତ୍ଵ ପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ସମାହିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟସ୍ଥ ଆଇ.ଆର୍.ଇ.ଏଲ୍. କଲୋନୀ ପରିସରରେ ଏକ ବନ୍ଧୁତ୍ତ୍ଵପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ରବିବାର ଦିନ ତମାମ ଧରି ସମାହିତ ହୋଇଯାଇଛି । ପ୍ରତିବର୍ଷ ଡିସେମ୍ବର ମାସରେ ସଭିଁଙ୍କ ମଧ୍ୟରେ ଏକ ନିଆରା ଭାତୃତ୍ତ୍ୱଭାବ ପ୍ରେମ!-->…
Read More...
Read More...
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୩ ତମ ବାର୍ଷିକ ଉତ୍ସବ
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୩ ତମ ବାର୍ଷିକ ଉତ୍ସବ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ମିତ୍ରଭାନୁ ପଣ୍ଡାଙ୍କ ସଭାପତିତ୍ୱ ଓ ପ୍ରଧାନ ଆଚାର୍ଯ୍ୟ ସୁରେଶ କୁମାର ଶତପଥୀଙ୍କ ଆବାହକତ୍ୱରେ ଆୟୋଜିତ ଏହି!-->…
Read More...
Read More...
ଚିନ୍ମୟ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଉଦଯାପିତ
ରାଉରକେଲା, (ସସ୍ମିତା ପ୍ରଧାନ) : ଫର୍ଟିଲାଇଜର ସ୍ଥିତ ଚିନ୍ମୟ ପବ୍ଲିକ ସ୍କୁଲର ୨୪ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ବିରେନ୍ଦ୍ର କୁମାର ସିଂ ଙ୍କ ଅଧ୍ୟକ୍ଷତା ଓ ଶିକ୍ଷୟିତ୍ରୀ ସଂଯୁକ୍ତା ତନ୍ତୀଙ୍କ ସଂଯୋଜନାରେ ଆୟୋଜିତ ଏହି ଉଦଯାପନୀ ଉତ୍ସବରେ!-->…
Read More...
Read More...