Browsing Category

ଓଡିଶା

କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାରଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

• ଓଡ଼ିଶାର ୧୦୮ଟି ଏସଇବିସି ସମ୍ପ୍ରଦାୟକୁ କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ• ଏହି ସମ୍ପ୍ରଦାୟଗୁଡ଼ିକ ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟ ଏସଇବିସି ତାଲିକାରେ ମାନ୍ୟତା ପାଇଥିଲେ ମଧ୍ୟ କେନ୍ଦ୍ରୀୟ ତାଲିକାରେ ସ୍ଥାନ
Read More...

ବିଶାଖାପାଟଣାରେ ଆରମ୍ଭ ହେଲା ପେସା ମହୋତ୍ସବ

ପେସା ଦୌଡ଼, ଆଦିବାସୀ କ୍ରୀଡ଼ା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ସାଜିଲା ମୁଖ୍ୟ ଆକର୍ଷଣ ବିଶାଖାପାଟଣା, (ପିଆଇବି) : ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ପେସା ମହୋତ୍ସବ । ଏହି ମହୋତ୍ସବ ଆଜି ଏବଂ ଆସନ୍ତାକାଲି (23-24 ଡିସେମ୍ବର) ଦୁଇ ଦିନ
Read More...

ସମ୍ବଲପୁର ରେଳ ଡିଭିଜନର ‘ଡିଭିଜନାଲ ବୈଠକ’ରେ କେନ୍ଦ୍ରମନ୍ତ୍ରୀ

• ଖୋର୍ଦ୍ଧା ରୋଡ଼-ବଲାଙ୍ଗିର ଓ ତାଳଚେର-ବିମଳାଗଡ଼ ସହ ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେବ - ଧର୍ମେନ୍ଦ୍ର ପ୍ରଧାନ• ବୈଠକରେ ଯୋଗଦେଲେ କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ ଏବଂ ଛତିଶଗଡ଼ର ସାଂସଦଗଣ• ଓଡ଼ିଶାର ପଶ୍ଚିମାଞ୍ଚଳରୁ ଅନ୍ୟ ରାଜ୍ୟଗୁଡ଼ିକୁ ଅଧିକ ବନ୍ଦେ ଭାରତ ଏକ୍ସପ୍ରେସ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି

ଉଭୟ ପ୍ରଧାନମନ୍ତ୍ରୀ ମିଳିତ ଭାବେ ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ କଲେ ଘୋଷଣାଏହି ମୁକ୍ତ ବାଣିଜ୍ୟ ଚୁକ୍ତି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ନିବେଶ, ନବାଚାର ଏବଂ ମିଳିତ ସୁଯୋଗକୁ ପ୍ରୋତ୍ସାହିତ କରିବ ବୋଲି ଉଭୟ ନେତାଙ୍କ ମତଉଭୟ ପ୍ରଧାନମନ୍ତ୍ରୀ ରକ୍ଷା, କ୍ରୀଡ଼ା,
Read More...

ବଲାଙ୍ଗିର ବଚପନ ଓ ଏକାଡେ଼ମୀକ ହାଇଟ୍ସ ପବ୍ଲିକ ସ୍କୁଲର ବିଜ୍ଞାନ ମେଳା

ବଲାଙ୍ଗିର : ଆଜି ଓ ଗତକାଲି ଦୁଇ ଦିନ ଧରି ବଚପନ୍ ନଗର, ବିଷ୍ଣୁମୁଣ୍ଡା ଠାରେ ବଚପନ୍ ଓ ଏକାଡେ଼ମୀକ ହାଇଟ୍ସ ପବ୍ଲିକ ସ୍କୁଲର ମିଳିତ ଭାବରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଉକ୍ତ ଦୁଇ ସ୍କୁଲର ପ୍ରାୟ ୨୨୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଯାଇଛି । ଏଥିରେ ବିଚାରକ ରୂପେ
Read More...

ବାରିପଦାରେ ଟ୍ରାଇବାଲ୍ ଥିଏଟର ସେଣ୍ଟର ଉଦଘାଟିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ମୁର୍ଗାବାଡିରେ ସାନ୍ତାଳୀ ଆର୍ଟ ଏଣ୍ଡ ଫିଲ୍ମ ଡେଭେଲପମେଣ୍ଟ ଫାଉଣ୍ଡେସନର ନବନିର୍ମିତ ଟ୍ରାଇବାଲ ଥିଏଟର ସେଣ୍ଟର ଉଦଘାଟିତ ହୋଇଯାଇଛି । ସମ୍ୱନ୍ୱିତ ଆଦିବାସୀ ବିକାଶ ପରିଷଦ ଦ୍ୱାରା ନିର୍ମିତ ଏହି ସେଣ୍ଟରକୁ ପୂର୍ବତନ ମନ୍ତ୍ରୀ ତଥା ଫାଉଣ୍ଡେସନର
Read More...

ରାସ୍ତା ନିର୍ମାଣ କାମ ହାତ ମାରିଲେ ରାସ୍ତା ଉପରୁ ପିଚୁ ଉଠିଯାଉଛି

ବରଗଡ଼, (ମୁନା ସାହୁ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବଡ଼ବାଉସେନ ଗ୍ରାମ ପଞ୍ଚାୟତର ସାଲେଦମକି ଗ୍ରାମ ରାସ୍ତା ନିର୍ମାଣ କାମ ଏବେ ଗୁରୁତର ପ୍ରଶ୍ନର ସମ୍ମୁଖୀନ ହୋଇଛି । କଳଙ୍ଗାଡେରା ଠାରୁ ସାଲେଦମକି, ଭାୟା କୁର୍ଲାମୁଣ୍ଡା ଓ ବଡ଼ବାଉସେନ ଯାଉଥିବା ଏହି ରାସ୍ତାରେ କାମର ଗୁଣମାନ
Read More...

ହାସା-ଭାଷା ବିଜୟ ଦିବସ ପାଳନ ଅବସରରେ ସେଙ୍ଗେଲ ପକ୍ଷରୁ ସମାଜ ସୁଧାର ସଂକଳ୍ପ ସଭା ସହ ରାଷ୍ଟ୍ରପତିଙ୍କୁ ଦାବିପତ୍ର

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ କମିଟିର ଉପସଭାପତି ବାହାଦୁର ମୁର୍ମୁ ଏବଂ ଅଲ୍ ଇଣ୍ଡିଆ ମାଝୀ-ପାର୍ଗାନା ମାଡୱା ମୟୂରଭଞ୍ଜ ଜିଲ୍ଲା କମିଟିର ସଭାପତି ବିକାଶ ଚନ୍ଦ୍ର ହେମ୍ବ୍ରମଙ୍କ ତତ୍ୱାବଧାନରେ ଭଞ୍ଜପୁର ଥାନା ଅନ୍ତର୍ଗତ ଜନାର୍ଦ୍ଦନପୁର
Read More...

ସରକାରଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଉଛି ବୀମା କମ୍ପାନୀ : ଚାଷୀଙ୍କୁ ମିଳୁନି ଫସଲ ବୀମା

ଋଷିକୂଲ୍ୟା ରୟତ ମହାସଭାର ଅଭିଯୋଗ ବ୍ରହ୍ମପୁର, (ରବି ରଥ) : ପ୍ରାକୃତିକ ବିପର୍ଯ୍ୟୟରେ ଫସଲ କ୍ଷତି ହେଲେ ସେହି ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ଫସଲ ବୀମା ଯୋଜନା ଦେଶରେ ଲାଗୁ କରିଛନ୍ତି । ହେଲେ ଗଞ୍ଜାମ ଜିଲ୍ଲା ଚାଷୀ ଏହାର ସୁଫଳ ପାଇବାରୁ ବଞ୍ଚିତ
Read More...

ବିକଳ୍ପ ବିଚାର ଧାରାରେ ମାହେଶ୍ୱରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ପକ୍ଷରୁ ଏକ ସାଧାରଣ ବୈଠକ ବେବି ବବଲ୍ସ ପ୍ଲେ ସ୍କୁଲ, ଖୁଜେନପାଲି ଠାରେ ଆୟୋଜିତ ହୋଇଥିଲା । ଏହି ବୈଠକରେ ସମାଜର ବର୍ତ୍ତମାନ ସମସ୍ୟା, ସାମାଜିକ କାର୍ଯ୍ୟର ଆବଶ୍ୟକତା, ସଂଗଠନର ଶକ୍ତି ବୃଦ୍ଧି ଓ
Read More...