Browsing Category
ଓଡିଶା
ଜାତୀୟ ମତଦାତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ
ବଲାଙ୍ଗିର, (କେପିଏନ୍ଏସ୍) : ଜାତୀୟ ମତଦାତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଡାଃ. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଶଳ କଳାମଣ୍ଡପ ଠାରେ ଆଗାମୀ ୨୫ ତାରିଖରେ ଜାତୀୟ ମତଦାତା ଦିବସ ପାଳନ ହେବାକୁ ଥିବାବେଳେ ଏହି ଉପଲକ୍ଷେ!-->…
Read More...
Read More...
ପାତଳପଡ଼ା ଗ୍ରାମୀଣ କ୍ରିକେଟ କପ ଉଦଘାଟିତ
ଉଦଘାଟନି ମ୍ୟାଚରେ ଗୋହିରା ପଦରକୁ ହରାଇ ନଙ୍ଗଲାଜୁରୀ ଦଳ ବିଜୟୀ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ ପାତଲପଡ଼ା ଗାଁରେ ପ୍ରଥମେ ଅଧିଷ୍ଠାତ୍ରୀ ଦେବୀଙ୍କୁ ପୂଜାର୍ଚ୍ଚନା ପରେ ମଶାଲ ଶୋଭାଯାତ୍ରା ବାହାରିଥିଲା । ଗାଁ!-->!-->!-->…
Read More...
Read More...
ସୁବର୍ଣ୍ଣରେଖାର ୨୮ ତମ ବାର୍ଷିକ ଉତ୍ସବ ତଥା ଫକୀର ମୋହନ ଜୟନ୍ତୀ ପାଳନ
ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ସ୍ଥିତ "ବ୍ୟାସଭବନ" ପରିସରରେ ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଓ ସୁବର୍ଣ୍ଣରେଖା ଆନୁକୂଲ୍ୟରେ ୨୮ ତମ ବାର୍ଷିକ ଉତ୍ସବ, ଫକୀର ମୋହନ ସେନାପତିଙ୍କ ୧୮୪ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ରାଉରକେଲା ବିଧାୟକ!-->…
Read More...
Read More...
ତେଲିପଦର ଗାଁରେ ଭାରତୀୟ ହ୍ୟୁମାନ ରାଇଟ କାଉନସିଲ ପକ୍ଷରୁ କମ୍ବଳ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ପଞ୍ଚାୟତ ତେଲିପଦର ଗାଁରେ ଅସହାୟ ବୃଦ୍ଧ ବୃଦ୍ଧାମାନଙ୍କୁ ଭାରତୀୟ ହ୍ୟୁମାନ ରାଇଟ କାଉନସିଲ ପକ୍ଷରୁ କମ୍ବଳ ବଣ୍ଟନ କରାଯିବା ସହ ଓ ଜନ ସଚେତନତା କାର୍ଯ୍ୟକ୍ରମ ରାଜ୍ୟ ସଭାପତି ମହମ୍ମଦ ମୁସ୍ତଫାଙ୍କ!-->…
Read More...
Read More...
ଇସ୍ପାତ ସାହିତ୍ୟ ସଂସଦରେ ଫକୀର ମୋହନ ଜୟନ୍ତୀ
ଫକୀର ମୋହନଙ୍କ ସାହିତ୍ୟର ପଟ୍ଟାନ୍ତର ନାହିଁ
ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଫକୀର ମୋହନଙ୍କ ୧୮୪ତମ ଜୟନ୍ତୀ ମହା ସମାରୋହରେ ସେକ୍ଟର ସାତ ସ୍ଥିତ କାର୍ଯ୍ୟାଳୟ ଠାରେ ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ ସଭାପତିତ୍ୱରେ!-->!-->!-->…
Read More...
Read More...
ପାଇକମାଲରେ ରାଓ ପରିବାର ପକ୍ଷରୁ ପଙ୍ଗୋଲ ପର୍ବ ପାଳିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଶିବ ମନ୍ଦିର ନିକଟରେ ରାଓ ପରିବାର ପକ୍ଷରୁ ପଙ୍ଗୋଲ ପର୍ବ ଗୁରୁବାର ପାଳିତ ହୋଇଯାଇଛି । ପରିବାରର ମୁଖ୍ୟ ବିଜୟ କୁମାର ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଙ୍ଗୋଲ ପର୍ବରେ ଛୋଟମାନେ ବଡମାନଙ୍କୁ ନମସ୍କାର କରି ଆର୍ଶିବାଦ ନେଇଥିଲେ!-->…
Read More...
Read More...
ସମାଜସେବୀ ତଥା ରାଷ୍ଟ୍ରୀୟ ସ୍ଵୟଂସେବକ ଚନ୍ଦ୍ରମଣି ସାହୁଙ୍କ ପରଲୋକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଚନ୍ଦ୍ରମଣି ସାହୁଙ୍କ ବୁଧବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଛି । ରାତ୍ରିରେ ସତୀଭଟା ଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ!-->…
Read More...
Read More...
ତ୍ରିଦିବସୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଓ ପ୍ରଦର୍ଶନୀ ନାଇକେନପାଲି ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ
ଆଗଲପୁର, (ସୁଶିଲ କୁମାର ମିଶ୍ର) : ନାଇକେନପାଲି ପ୍ରାଥମିକ ବିଦ୍ୟାଳୟ ଠାରେ ତ୍ରିଦିବସୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଆରମ୍ଭ ହୋଇଛି । କାର୍ଯ୍ୟକ୍ରମକୁ ଡୁଙ୍ଗୁରିପାଲି ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଦଘାଟନ କରିଥିଲେ । କର୍ମଶାଳାକୁ ଆସିଥିବା ଏଫ.ଏଲ.ଏନ. ଶିକ୍ଷକ ତଥା ଅନ୍ୟ ଉପସ୍ଥିତ!-->…
Read More...
Read More...
ଆଟଗାଁରେ ଧରମସିଂ ମାଝୀ ମାନଧାତା ସ୍ମୃତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ପୁଇଁତଲାକୁ ହରାଇ ଦୁହେଲ ସେମିଫାଇନାଲରେ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଆଟଗାଁ ଖେଳପଡିଆରେ ନ୍ୟୁଷ୍ଟାର କ୍ରିକେଟ କ୍ଲବପକ୍ଷରୁ ଧରମସିଂ ମାଝି ମାନ୍ଧାତା ସ୍ମୃତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଆଟଗାଁ ସରପଞ୍ଚ ସାଳିନୀ ସେଠ!-->!-->!-->…
Read More...
Read More...
ସନ୍ତୋଷ ଦାସଙ୍କୁ କେସିଙ୍ଗା ଜେଏମ୍ଏଫ୍ସି କୋର୍ଟରେ ସରକାରୀ ଓକିଲ ଭାବରେ ରାଜ୍ୟ ସରକାରଙ୍କ ତରଫରୁ ନିଯୁକ୍ତି
କେସିଙ୍ଗା, (ପ୍ରିତେଶ ପଟେଲ) : ବହୁତ ଦିନର ଅପେକ୍ଷା ପରେ କଳାହାଣ୍ଡି ଜିଲ୍ଲା ପୂର୍ବତନ ବିଜେପି ସମ୍ପାଦକ, କେସିଙ୍ଗା ବିଜେପି ବରିଷ୍ଠ କର୍ମୀ ତଥା କେସିଙ୍ଗା ଜେଏମଏଫସି କୋର୍ଟର ଜଣାଶୁଣା ଓକିଲ ସନ୍ତୋଷ ଦାଶ ସ୍ଥାନୀୟ କୋର୍ଟରେ ସହକାରୀ ସରକାରୀ ଓକିଲ ଭାବରେ ରାଜ୍ୟ ସରକାର ନିଯୁକ୍ତି!-->…
Read More...
Read More...