Browsing Category
ଓଡିଶା
ସ୍କୁଲ ଛାତ୍ରକୁ ଯୁବକ ମାନେ ନିର୍ଦ୍ଧୁମ ମାଡ଼ ମାରୁଥିବା ଭିଡିଓ ଭାଇରାଲ
ଏଥର ଛାଡିଦେଲୁ ବେଟା ନେକ୍ସଟ ଟାଇମ ପୁରା ଉପର
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଜଣେ ନବମ କ୍ଲାସ୍ ସ୍କୁଲ ଛାତ୍ରକୁ ୫ରୁ ୬ ଜଣ ଯୁବକ ନିର୍ଦ୍ଧୁମ ମାଡ଼ ମାରିଲେ, ଭିଡିଓ କଲେ ଏବଂ ପୁଣି ଇଷ୍ଟାଗ୍ରାମରେ ପୋଷ୍ଟ କରି "ଏଥର ଛାଡିଦେଲୁ ବେଟା ନେକ୍ସଟ୍ ଥର ପୁରା ଉପର" ବୋଲି ଲେଖି!-->!-->!-->…
Read More...
Read More...
ସରକାରୀ ଡାକ୍ତରଖାନାରେ ସ୍ୱଚ୍ଛତାରେ ଅବ୍ୟବସ୍ଥାକୁ ନେଇ ବିଧାୟକ ଦୁର୍ଗା ତନ୍ତୀଙ୍କ ଅସନ୍ତୋଷ ପ୍ରକାଶ
ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଜି ରାଉରକେଲା ସରକାରୀ ଡାକ୍ତରଖାନାକୁ ଅଚାନକ ପରିଦର୍ଶନରେ ଯାଇଥିଲେ । ଏହି ପରିଦର୍ଶନ ସମୟରେ ଡାକ୍ତରଖାନାରେ ଥିବା ଶୌଚାଳୟ ଗୁଡିକ ସଫା ସୁତରା ନଥିବା ଦେଖି ଦାୟୀତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କ!-->…
Read More...
Read More...
ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜନ
ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ସେକ୍ଟର–୭ ସ୍ଥିତ ବୀର ସୁରେନ୍ଦ୍ର ସାଏ ପଲ୍ଲୀ ବସ୍ତିରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଓ ଚକ୍ଷୁ ପରୀକ୍ଷା ଶିବିର ସଫଳତାର ସହିତ ଆୟୋଜିତ ହୋଇଯାଇଛି । ଏହି ଶିବିରରେ ହାଇଟେକ୍ ମେଡିକାଲ୍ କଲେଜର ଡାକ୍ତର ଅନନ୍ତ ଗୋଏଲ,!-->…
Read More...
Read More...
ପଦ୍ମପୁର ଓକିଲ ସଂଘ ନିର୍ବାଚନ ଫଳାଫଳ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଓକିଲ ସଂଘର ନିର୍ବାଚନ ଫଳାଫଳ ଘୋଷଣା ହୋଇଯାଇଛି । ଏଥିରେ ସଭାପତି ଭାବରେ ଆଇନଜୀବୀ ଆନନ୍ଦ କୁମାର ପଣ୍ଡା, ଉପସଭାପତି ସୁନୀଲ କୁମାର ପାଣିଗ୍ରାହୀ, ସମ୍ପାଦକ ହରିଶଙ୍କର ସିଂହ, ସହ ସମ୍ପାଦକ ଆଦିତ୍ୟ କୁମାର ରଥ ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବରେ!-->…
Read More...
Read More...
ବୋଡାସମ୍ବର ପଦ୍ମପୁରରେ ଜାତୀୟ ଡାଲଖାଇ ଏକାଡେମୀ ସ୍ଥାପନ ଦାବି
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ପାର୍ଲାମେଣ୍ଟରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ 'ଡାଲଖାଇ' ନୃତ୍ୟର ସଂରକ୍ଷଣ ଓ ପ୍ରଚାର ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି । ସେ ପାର୍ଲିଆମେଣ୍ଟରେ ବୋଡ଼ାସମ୍ବର ପଦ୍ମପୁରରେ ଏକ ଜାତୀୟ ଡାଲଖାଇ ଏକାଡେମୀ ସ୍ଥାପନ କରିବା ପାଇଁ!-->…
Read More...
Read More...
ଟିଟିଲାଗଡ ଶ୍ରୀରାମ ନବମୀ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନଙ୍କ ଫାଙ୍କା ଗୁଳିଚାଳନା
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶ୍ରୀରାମ ନବମୀ ଉପଲକ୍ଷେ ବାହାରିଥିବା ଶୋଭାଯାତ୍ରାରେ ଟିଟିଲାଗଡ ବିଧାୟକ ନବୀନ ଜୈନ ବନ୍ଧୁକ କାଢ଼ି ଉପରକୁ ଫାଙ୍କା ଗୁଳି ଚାଳନା କରିଥିବା ଭିଡିଓ ଭାଇରାଲ ହେଉଛି । ପ୍ରାପ୍ତ ସୂଚନା ଅନୁଯାୟୀ ରାଧାକୃଷ୍ଣ ମନ୍ଦିରରୁ ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ!-->…
Read More...
Read More...
ଦେପୁରରେ ଧୂମଧାମରେ ଶ୍ରୀରାମ ଜନ୍ମ ମହୋତ୍ସବ ପାଳିତ
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ରାଜପୁତ କ୍ଷତ୍ରୀୟ ପାଇକ ସମାଜ ପଶ୍ଚିମ ମଣ୍ଡଳ, ଭଇଁରିଗୁଡା ଆନୁକୂଲ୍ୟରେ ତଥା ଦେପୁର ଉପମଣ୍ଡଳ ଆୟୋଜନରେ କଲମପୁର ବ୍ଲକ ଦେପୁର ପ୍ରହରୀ ମଣ୍ଡପରେ ତ୍ରିଦିବସୀୟ ଶ୍ରୀରାମ ଜନ୍ମ ମହୋତ୍ସବ ଧୂମଧାମରେ ପାଳନ କରାଯାଇଛି । ବିଭିନ୍ନ ଗ୍ରାମରୁ ଆସିଥିବା!-->…
Read More...
Read More...
ରାଜ୍ୟସ୍ତରୀୟ ରାମ ରାଜ୍ୟ ପ୍ରତିଷ୍ଠା ମହୋତ୍ସବ
କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ ୯୩ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ "ରାମରାଜ୍ୟ ପ୍ରତିଷ୍ଠା ମହୋତ୍ସବ" ତେଲେଙ୍ଗାବଜାର ଗୌରୀଶଙ୍କର ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଭୁ ପରମ ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ଏବଂ ରାଜସୂୟ ଯଜ୍ଞ!-->…
Read More...
Read More...
ବରଟୋଲି ଭାଗବତ ଅଗଣାର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ
ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ରାମ ନବମୀ ଅବସରରେ ବରଟୋଲି ଶ୍ରୀ ଶ୍ରୀ ରାମେଶ୍ୱର ବାଟିକା ଠାରେ ଭାଗବତ ଅଗଣା ତାର ଚତୁର୍ଥ ବାର୍ଷିକ ଉତ୍ସବ ପାଳନ କରିଛି । ବରଟୋଲି ସାଂସ୍କୃତିକ ପରିଷଦର ସଭାପତି ରମାକାନ୍ତ ସୂତାର ଓ ଭାଗବତ ଅଗଣାର ସଭାପତି ସୁପ୍ରଭା ଆଚାର୍ଯ୍ୟଙ୍କ ଆବାହକତ୍ୱ ତଥା!-->…
Read More...
Read More...
ଅଜଣା ଗାଡ଼ି ଧକ୍କାରେ ଜଣକର ମୃତ୍ୟୁ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ସଦର ଥାନା ତଥା ଲୋଇସିଂହା ବ୍ଲକ ଅନ୍ତର୍ଗତ ସରଗାଡ- ସିଂହାଣୀମୁଣ୍ଡା ରାସ୍ତାର ଶନି ମନ୍ଦିର ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣକର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକ ଜଣକ ହେଲେ ସରଗାଡ ଗ୍ରାମର ତିରାଲି ନାଗ (୫୨) । ସେ ନିକଟସ୍ଥ ଏକ!-->…
Read More...
Read More...