Browsing Category
ଓଡିଶା
‘ମନ କି ବାତ’ର ୧୩୨ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ମତ୍ସ୍ୟ ଚାଷରେ ସମ୍ବଲପୁରର ସୁଜାତା ଭୂୟାଁଙ୍କ ସଫଳତା ବିଷୟରେ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ମୋର ପ୍ରିୟ ଦେଶବାସୀଗଣ, ନମସ୍କାର ।‘ମନ୍ କି ବାତ୍’ରେ ପୁଣିଥରେ ଆପଣ ସମସ୍ତଙ୍କୁ ସ୍ୱାଗତ । ଏହି ମାର୍ଚ୍ଚ ମାସଟି ବିଶ୍ୱସ୍ତରରେ ଅତ୍ୟଧିକ ଗତିବିଧିପୂର୍ଣ୍ଣ ରହିଛି ।!-->!-->!-->…
Read More...
Read More...
ଦେଓଗାଁ ଚିନିକଳ ସଂଘର୍ଷ ସମିତି ବୈଠକ
ଆସନ୍ତା ୮ ତାରିଖରେ ଜିଲ୍ଲାପାଳ ଅଫିସରେ ଧାରଣା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ଚିନିକଳ ପୁନଃଉଦ୍ଧାର ପାଇଁ ବାରମ୍ବାର ଆଲୋଚନା ଏବଂ ଆନ୍ଦୋଳନ କରାଯାଉଥିଲେ ମଧ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ନିରବତା ଏବଂ!-->!-->!-->…
Read More...
Read More...
ଭାରତୀୟ ଶିକ୍ଷଣ ମଣ୍ଡଳର ଶୋକସଭା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ପ୍ରତିଷ୍ଠାତା ସ୍ୱର୍ଗତ ବାଞ୍ଛାନିଧି ରଥଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ଶୋକସଭାର ଆୟୋଜନ ହୋଇଥିଲା । ୧୯୩୨ ମସିହାରେ ଜନ୍ମିତ ସ୍ୱର୍ଗତ ରଥଙ୍କ ମୃତ୍ୟୁ ସମୟରେ ୯୩ ବର୍ଷ ବୟସ ହୋଇଥିଲା । ତାଙ୍କ!-->…
Read More...
Read More...
ଶ୍ରୀ ରାମଚନ୍ଦ୍ରଙ୍କ ପୂଜନୋତ୍ସବ ଦୀର୍ଘ ୭୨ ବର୍ଷ ହେଲା ପାଳନ
ମହୀମୁଣ୍ଡା, (କେପିଏନ୍ଏସ୍) : ମହୀମୁଣ୍ଡା ଜଗନ୍ନାଥ ପଡ଼ା ଆନୁକୂଲ୍ୟରେ ଦୀର୍ଘ ବର୍ଷ ହେଲା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପୂଜନୋତ୍ସବ ଦୀର୍ଘ ୭୨ ବର୍ଷ ହେଲା ପାଳନ କରାଯାଉଛି । ଏହି ମହୋତ୍ସବରେ ପ୍ରାୟ ,୧୨୦ଜଣ ଉଭୟ ପୁରୁଷ ଓ ମହିଳା ପୂଜା ନିୟମକୁ ମାନିବା ସହିତ!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନ
ପ୍ରତାପ ସଭାପତି, ପ୍ରୀୟଜିତ ସମ୍ପାଦକ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ୩୦ପର୍ଯ୍ୟନ୍ତ ମତଦାନ କାର୍ଯ୍ୟକ୍ରମ ହୋଇଥିଲା ବେଳେ ସନ୍ଧ୍ୟାରେ ଗଣତି ଫଳାଫଳ ଘୋଷଣା!-->!-->!-->…
Read More...
Read More...
ତୁରେକେଲାରୁ କର୍ଣ୍ଣାଟକ ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ
ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ବଡ଼ବାଙ୍କି ଗାଁର ଅବିନାଶ ଜଗତ ଦାଦନ ଶ୍ରମିକ ଭାବେ କର୍ଣ୍ଣାଟକ ଇଟାଭାଟିରେ କାମ କରୁଥିବା ବେଳେ ସେ ଯଶୋବନ୍ତପୁର ଷ୍ଟେସନରୁ ନିଖୋଜ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅବିନାଶ ଘରକୁ ଫେରିବା ପାଇଁ!-->…
Read More...
Read More...
ଟିଟିଲାଗଡ଼ ବିଧାୟକଙ୍କ ପିଏସ୍ଓ ସସ୍ପେଣ୍ଡ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଏସ୍ପି ଅଭିଳାଷ ଏକ ବଡ଼ ସୂଚନା ଦେଇଛନ୍ତି । ଟିଟିଲାଗଡ଼ ବିଧାୟକଙ୍କ ପିଏସ୍ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍ପେଣ୍ଡ କରାଯାଇଥିବା ଏସ୍ପି ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୋଲିସର ପ୍ରାଥମିକ ତଦନ୍ତ ପରେ ପିଏସ୍ଓଙ୍କ ବିରୋଧରେ ଶୃଙ୍ଖଳାଗତ!-->…
Read More...
Read More...
କଳାହାଣ୍ଡି ବାର ଆସୋସିଏସନ ନିର୍ବାଚନ ଅନୁଷ୍ଠିତ
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ବାର ଆସୋସିଏସନ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିଭଳି ଆଇନଜୀବୀ ମହେଶ ପ୍ରସାଦ ମହାପାତ୍ର ଉପସଭାପତି, ନିହାର ରଞ୍ଜନ ମିଶ୍ର!-->…
Read More...
Read More...
ପରିବେଶ ସଚେତନତା, ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ
ବଲାଙ୍ଗିର, (କେପିଏନ୍ଏସ୍) : ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ରଙ୍କ ସାଇଟ ସ୍କୁଲ ଅଫ୍ ନର୍ସିଂ ସଦାଇପାଲି ଠାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡିଶା, ବଲାଙ୍ଗିର ଶାଖା ଆନୁକୂଲ୍ୟରେ ପରିବେଶ ସଂରକ୍ଷଣ “ପର୍ଯ୍ୟାବରଣ ସୁରକ୍ଷା, ଜୀବନ ରକ୍ଷା” ଶୀର୍ଷକ କବିତା ପାଠୋତ୍ସବ ଅନୁଷ୍ଠିତ!-->…
Read More...
Read More...
ଟ୍ରାକ୍ଟରରେ ନିଆଁ ଲଗେଇ ଦୃର୍ବୁତ୍ତ ଫେରାର
ବଲାଙ୍ଗିର, (କେପିଏନ୍) : ନୂତନ ଟ୍ରାକ୍ଟର ଆଣିଥିଲେ । ହେଲେ କେହି ଜଣେ ନିଆଁ ଲଗେଇ ଫେରାର ମାରିଛି । ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣୀଡୁଙ୍ଗୁରୀ ଗାଁର ଏହି ଘଟଣା ହୋଇଥିବା ବେଳେ ଗାଁ ପିଣ୍ଟୁ ସାହୁ ନାମକ ଜଣେ ଯୁବକଙ୍କ ଟ୍ରାକ୍ଟର ଜାଳି ଦେଇଛି ଦୃର୍ବୁତ୍ତ। ଜଳିପୋଡ଼ି ଛାରଖାର!-->…
Read More...
Read More...