Browsing Category
ଦେଶ ବିଦେଶ
ମହାକୁମ୍ଭ ନଗରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ
ନୂଆଦିଲ୍ଲୀ, (ପିଆଇବି) : ଦେବଭୂମି ପ୍ରୟାଗରାଜରେ ଆନନ୍ଦ ଉଲ୍ଲାସର ସହ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ବିଶ୍ୱାସ ଓ ଭକ୍ତିର ଏହି ଅନନ୍ୟ ମେଳାରେ ସଙ୍ଗମରେ ବୁଡ ପକାଇବା ପାଇଁ ଶହ ଶହ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ । ତେବେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମହାକୁମ୍ଭ ଯାତ୍ରା!-->…
Read More...
Read More...
ସାଧାରଣତନ୍ତ୍ର ଦିବସରେ ମହାକୁମ୍ଭନଗରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଡିଜିଟାଲ ପ୍ରଦର୍ଶନୀ ବୁଲିଲେ ଦର୍ଶକ
ନୂଆଦିଲ୍ଲୀ, (ପିଆଇବି) : ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ପ୍ରୟାଗରାଜ ମହାକୁମ୍ଭନଗରରେ ପଡିଥିବା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଡିଜିଟାଲ ପ୍ରଦର୍ଶନୀ ବୁଲି ଦେଖିଛନ୍ତି ଅନେକ ଦର୍ଶକ । ଏହି ପ୍ରଦର୍ଶନୀକୁ ଉଭୟ ଦର୍ଶକ ଓ ଶ୍ରଦ୍ଧାଳୁ ଭୂୟସୀ ପ୍ରଶଂସା କରିବା ସହ ଏହା ଅଧିକ ଶିକ୍ଷଣୀୟ ହୋଇ!-->…
Read More...
Read More...
ଡାଭୋସ୍ ଡବ୍ଲୁଇଏଫ୍ରେ ସବୁଠୁ ବଡ଼ ଭାରତୀୟ ପ୍ରତିନିଧି ଦଳର ଅଂଶଗ୍ରହଣ
• ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ର ବାବୁ ନାଇଡ଼ୁ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମେତ ଉତ୍ତରପ୍ରଦେଶ, ତାମିଲନାଡ଼ୁ ଓ ପଶ୍ଚିମବଙ୍ଗ ପ୍ରତିନିଧିଙ୍କ ଅଂଶଗ୍ରହଣଏବଂ• କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ!-->…
Read More...
Read More...
ଏନ୍ସିସି କ୍ୟାଡେଟ, ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ, ଆଦିବାସୀ ଅତିଥି ଏବଂ ପ୍ରଜ୍ଞାପନ ମେଢ କଳାକାରଙ୍କ ସହ ଆଲୋଚନା…
ପ୍ରଧାନମନ୍ତ୍ରୀ ଏକ ଅଭିନବ ଉପାୟରେ ବାର୍ତ୍ତାଳାପ କରିଛନ୍ତି, ବ୍ୟକ୍ତିଗତ ଭାବରେ ଅଂଶଗ୍ରହଣକାରୀଙ୍କ ସହ ଏକ ମୁକ୍ତ ପରିବେଶରେ ଆଲୋଚନା କରିଛନ୍ତିପ୍ରଧାନମନ୍ତ୍ରୀ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ର ବାର୍ତ୍ତା ଉପରେ ଆଲୋକପାତ କରିଥିଲେ, ଅଂଶଗ୍ରହଣକାରୀମାନଙ୍କୁ ଅନ୍ୟ ରାଜ୍ୟର ଲୋକଙ୍କ ସହ!-->…
Read More...
Read More...
ଆଇଇଡବ୍ଲୁ -୨୦୨୫ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଶକ୍ତି କାର୍ଯ୍ୟକ୍ରମ ହେବ : କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ…
ନୂଆଦିଲ୍ଲୀ, (ପିଆଇବି) : ଫେବୃୟାରୀ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଦ୍ୱାରକାସ୍ଥିତ ଯଶୋଭୂମିରେ ଆୟୋଜନ ହେବାକୁ ଯାଉଛି ଭାରତୀୟ ଶକ୍ତି ସପ୍ତାହ (ଆଇଇଡବ୍ଲ୍ୟୁ) - ୨୦୨୫ । ୧ ଲକ୍ଷ ବର୍ଗ ମିଟରରୁ ଅଧିକ ବ୍ୟାପ୍ତ ଅଞ୍ଚଳରେ ଏହି ଉତ୍ସବ ଆୟୋଜନ କରାଯିବ । ଏଥିରେ ବିଭିନ୍ନ ବିଭାଗର!-->…
Read More...
Read More...
ନୂଆଦିଲ୍ଲୀର ସାଧାରଣତନ୍ତ୍ର ପରେଡରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବେ ୬୦୦ରୁ ଊର୍ଦ୍ଧ୍ୱ ପଂଚାୟତ ପ୍ରତିନିଧି
ସାଧାରଣତନ୍ତ୍ର ଦିବସ ପୂର୍ବରୁ ପଂଚାୟତ ନେତାମାନଙ୍କୁ କରାଯିବ ସମ୍ବର୍ଦ୍ଧିତଗ୍ରାମୋଦୟ ସଂକଳ୍ପ ପତ୍ରିକା ହେବ ଉନ୍ମୋଚିତ
ନୂଆଦିଲ୍ଲୀ, (ପିଆଇବି) : ଆସନ୍ତା ୨୬ ତାରିଖରେ ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବା ପାଇଁ!-->!-->!-->…
Read More...
Read More...
ଭାରତୀୟ ଆଧ୍ୟାତ୍ମିକ ଚେତନା, ସାଂସ୍କୃତିକ, ପରମ୍ପରାର ଅପୂର୍ବ ସମ୍ମେଳନ : ପ୍ରୟାଗରାଜ ମହାକୁମ୍ଭ
କୋଟି କୋଟି ଶ୍ରଦ୍ଧାଳୁଙ୍କ ଏକମାତ୍ର ପବିତ୍ର ସଂକଳ୍ପ
ନୂଆଦିଲ୍ଲୀ, (ପିଆଇବି) : ଭାରତର ମହାନ ଓ ସମୃଦ୍ଧ ଆଧ୍ୟାତ୍ମିକ ଚେତନାର ପ୍ରତୀକ ହେଉଛି ପ୍ରୟାଗରାଜ ମହାକୁମ୍ଭ । ଚଳିତ ବର୍ଷ ଜାନୁଆରୀ ୨୩ ସୁଦ୍ଧା ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ଏହି ପୁଣ୍ୟଭୂମି ପ୍ରୟାଗରାଜକୁ ଆସି ତ୍ରିବେଣୀ!-->!-->!-->…
Read More...
Read More...
ଡାଭୋସରେ ଭାରତର ଚମକ
● ରପ୍ତାନୀ ଆଧାରିତ ଅଭିବୃଦ୍ଧି ଏବଂ ସମାବେଶୀ ବିକାଶ ଉପରେ ଆଲୋକପାତ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ● ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତ ବିଶ୍ୱର ଶ୍ରେଷ୍ଠ ୩ଟି ଗନ୍ତବ୍ୟସ୍ଥଳରେ ପରିଣତ ହେବ ବୋଲି ଶିଳ୍ପପତିମାନେ ବିଶ୍ୱାସ ପ୍ରକଟ କରିଛନ୍ତି : ଅଶ୍ୱିନୀ ବୈଷ୍ଣବ● ବିଶ୍ୱରେ ଶିଳ୍ପ!-->…
Read More...
Read More...
ଭୁବନେଶ୍ୱର ଆଇଏଲ୍ଏସ୍ଠାରେ ଅତ୍ୟାଧୁନିକ ସାମୁଦ୍ରିକ ବାୟୋଟେକ୍ନୋଲୋଜି ପରୀକ୍ଷାଗାରକୁ ଉଦ୍ଘାଟନ କଲେ ଡିବିଟି ସଚିବ
ନୂଆଦିଲ୍ଲୀ, (ପିଆଇବି) : ବାୟୋଟେକ୍ନୋଲୋଜି ବିଭାଗ(ଡିବିଟି)ର ସଚିବ ପ୍ରଫେସର ରାଜେଶ ଗୋଖଲେ ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ (ଆଇଏଲ୍ଏସ୍)ଠାରେ ଏକ ଅତ୍ୟାଧୁନିକ ସାମୁଦ୍ରିକ ବାୟୋଟେକ୍ନୋଲୋଜି ଲାବୋରେଟୋରିକୁ ଉଦ୍ଘାଟନ କରିଛନ୍ତି । ମାନବ ସ୍ୱାସ୍ଥ୍ୟ ଏବଂ ଶିଳ୍ପ ପାଇଁ!-->…
Read More...
Read More...
ମହାକୁମ୍ଭରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ମିଡିଆ ୟୁନିଟର ପଦକ୍ଷେପ ସମ୍ପର୍କରେ ବିଭାଗୀୟ ସଚିବ ସଞ୍ଜୟ…
ମହାକୁମ୍ଭରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରଦର୍ଶନୀ ଲୋକାଭିମୁଖୀ ହୋଇଛି : ସଞ୍ଜୟ ଜାଜୁମଡିଆ ସେଂଟର ଷ୍ଟଲ ବୁଲି ସାମ୍ବାଦିକମାନଙ୍କ ସହ କଥା ହେଲେ ସଚିବ ମହାକୁମ୍ଭକୁ ଡିଜିଟାଲ କରିବା କ୍ଷେତ୍ରରେ ପ୍ରସାର ଭାରତୀର ଆୟୋଜନକୁ ସଚିବଙ୍କ ପ୍ରଶଂସା
ନୂଆଦିଲ୍ଲୀ, (ପିଆଇବି) : ମହାକୁମ୍ଭ!-->!-->!-->…
Read More...
Read More...