Browsing Category

ଦେଶ ବିଦେଶ

ଏପ୍ରିଲ ୨୧ତାରିଖରେ ଦେଶରେ ୭୦୦ରୁ ଅଧିକ ସ୍ଥାନରେ ଜାତୀୟ ଆପ୍ରେଣ୍ଟିସିପ୍ ମେଳା ଆୟୋଜିତ ହେବ

ନୂଆଦିଲ୍ଲୀ, (ପିଆଇବି) : ଚଳିତମାସ (ଏପ୍ରିଲ)୨୧ରେ ତାରିଖରେ ଦେଶର ୭୦୦ରୁ ଅଧିକ ସ୍ଥାନରେ ଦିନିକିଆ ଜାତୀୟ ଆପ୍ରେଣ୍ଟିସିପ୍ (ଶିକ୍ଷାନବୀସ) ମେଳା ଆୟୋଜିତ ହେବ । ସ୍କିଲ ଇଣ୍ଡିଆ ଏହି କାର୍ୟ୍ୟକ୍ରମକୁ ଡାଇରୋକ୍ଟୋରେଟ ଜେନେରାଲ ଅଫ ଟ୍ରେନିଂ (ଡିଜିଟି) ସହଯୋଗରେ ଆୟୋଜନ କରୁଛି । ଏହି ମେଳା
Read More...

ଦେଶବ୍ୟାପୀ ଆୟୋଜିତ ହେଉଛି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମେଳା

• ଏପ୍ରିଲ ୧୮ ତାରିଖରେ ୩ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ସ୍ୱାସ୍ଥ୍ୟ ମେଳାରେ ହେଲେ ସାମିଲ; ପ୍ରଥମ ଦିନରେ ଦେଶର ୪୬୪ଟି ବ୍ଲକରେ ଅନୁଷ୍ଠିତ ହେଲା ସ୍ୱାସ୍ଥ୍ୟ ମେଳା• ୬୪ ହଜାରରୁ ଅଧିକ ଆଭା ସ୍ୱାସ୍ଥ୍ୟ ଆଇଡି ପ୍ରସ୍ତୁତ ହେଲା; ୧୭ ହଜାରରୁ ଅଧିକ ପିଏମଜେଏୱାଇ ଗୋଲ୍ଡେନ କାର୍ଡ ଜାରି• ଓଡ଼ିଶାର
Read More...

ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏମଡିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ କ୍ରିଷ୍ଟାଲିନା ଜର୍ଜିଭାଙ୍କୁ ୱାସିଂଟନ ଡିସିଠାରେ ସାକ୍ଷାତ କରିଛନ୍ତି । ଆଜି ୱାସିଂଟନ ଡିସିଠାରେ ଆନ୍ତର୍ଜାତିକ
Read More...

‘‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ : କୋଭିଡ-୧୯ ମୁକାବିଲା କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା…

ନୂଆଦିଲ୍ଲୀ, (ପିଆଇବି) : ‘‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ (ପିଏମଜିକେପି) : କୋଭିଡ-୧୯ ମୁକାବିଲା କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା ଯୋଜନା’’ର ଅବଧି ୧୯ ଏପ୍ରିଲ ୨୦୨୨ ଠାରୁ ଆଗାମୀ ୧୮୦ ଦିନ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । କୋଭିଡ -୧୯ ରୋଗୀଙ୍କ ଚିକିତ୍ସାରେ
Read More...

ବଢ଼ୁଛି କରୋନା ସଂକ୍ରମଣ : ହରିୟାଣାର ୪ ଜିଲ୍ଲାରେ ମାସ୍କ ନ ପିନ୍ଧିଲେ ଜରିମାନା, ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଦେଶର ଅନେକ ରାଜ୍ୟରେ ପୁଣି କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ମଧ୍ୟ ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଛନ୍ତି । ରାଜ୍ୟର ଚାରୋଟି ଜିଲ୍ଲାରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ
Read More...

କୃଷିଜାତ ସାମଗ୍ରୀର ରପ୍ତାନୀ/ଆମଦାନୀ ଓ କୀଟନାଶକ ପଞ୍ଜୀକରଣ କାରବାରକୁ ସୁଗମ କରିବା ପାଇଁ କେନ୍ଦ୍ର କୃଷିମନ୍ତ୍ରୀଙ୍କ…

● ଡ୍ରୋନ ଦ୍ୱାରା କୀଟନାଶକ ସିଞ୍ଚନ ପାଇଁ ପଞ୍ଜୀକୃତ ହେବାକୁ ଆବେଦନ କରିଥିବା ପ୍ରାୟ ସବୁ ଦରଖାସ୍ତକାରୀଙ୍କୁ ଅନୁମତି ପ୍ରଦାନ● ଦେଶର କୃଷିଜାତ ସାମଗ୍ରୀର ରପ୍ତାନୀ ବୃଦ୍ଧି ଏକ ଗର୍ବ ଓ ଗୌରବର ବିଷୟ ଏବଂ ଏସବୁ କାରବାରକୁ ସୁଗମ କରିବା ଏକ ବଡ ସଫଳତା: କୃଷିମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ
Read More...

ସବ୍‌କା ବିକାଶ ମହାକୁଇଜ୍‌ର ଶୁଭାରମ୍ଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଦେଶର ସବୁଠାରୁ ବଡ କୁଇଜ୍ ପ୍ରତିଯୋଗିତା – ସବ୍‌କା ବିକାଶ ମହାକୁଇଜ୍‌ର ଶୁଭାରମ୍ଭ କରିଛନ୍ତିସରକାରଙ୍କର ବିଭିନ୍ନ ଯୋଜନା ଏବଂ ଉତ୍ତମ ଶାସନ ସମ୍ପର୍କରେ ନାଗରିକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ହେଉଛି ସବ୍‌କା
Read More...

ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଉଦ୍‌ଘାଟିତ

● “ଏହି ସଂଗ୍ରହାଳୟରେ ପ୍ରତ୍ୟେକ ସରକାରଙ୍କ ଅମଳର ଐତିହ୍ୟ ନିଚ୍ଛକଭାବେ ପ୍ରତିଫଳିତ”● “ଆଜାଦୀ କା ଅମୃତ ମହୋତ୍ସବ କାଳରେ ଏହି ସଂଗ୍ରହାଳୟ ଏକ ବିରାଟ ଉତ୍ସାହବର୍ଦ୍ଧକ ଭାବେ ଉପନୀତ”● “ସ୍ୱାଧୀନ ଭାରତରେ ଏପର୍ୟ୍ୟନ୍ତ ଗଠିତ ପ୍ରତ୍ୟେକ ସରକାରଙ୍କର ଦେଶ ଶିଖରରେ ପହଞ୍ଚିବା ପାଇଁ ଅବଦାନ ରହିଛି’
Read More...

ସଂଶୋଧିତ କେନ୍ଦ୍ର ପ୍ରାୟୋଜିତ ଯୋଜନା ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ (ଆରଜିଏସଏ) ଅବଧି ସମ୍ପ୍ରସାରଣକୁ କ୍ୟାବିନେଟ…

• ଅଭିଯାନର କାର୍ୟ୍ୟକାରିତା ୦୧.୦୪.୨୦୨୨ ଠାରୁ ୩୧.୦୩.୨୦୨୬ ପର୍ୟ୍ୟନ୍ତ ଜାରି ରହିବ• ଯୋଜନା ପାଇଁ ଖର୍ଚ୍ଚ ହେବ ମୋଟ୍‌ ୫୯୧୧ କୋଟି ଟଙ୍କା, ୩୭୦୦ କୋଟି ଟଙ୍କା କେନ୍ଦ୍ର ସରକାର ଏବଂ ୨୨୧୧ କୋଟି ଟଙ୍କା ରାଜ୍ୟ ଖର୍ଚ୍ଚ କରିବେ• ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ୨.୭୮ ଲକ୍ଷ ଗ୍ରାମୀଣ
Read More...

ଶାହବାଜ ସରିଫ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ ବାର୍ତ୍ତାର ଉତ୍ତର ଦେଲେ, ଉଠାଇଲେ କାଶ୍ମୀର ମୁଦ୍ଦା

ଇସଲାମାବାଦ : ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ପୁଣିଥରେ କାଶ୍ମୀର ମୁଦ୍ଦାକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ ବାର୍ତ୍ତାର ଉତ୍ତରରେ ଧନ୍ୟବାଦ ଜଣାଇଛନ୍ତି । ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ କହିଛନ୍ତି ଯେ, ପାକିସ୍ତାନ ଭାରତ
Read More...