Browsing Category
ଦେଶ ବିଦେଶ
୨୦୨୨ ଖରିଫ ଋତୁରେ ଫସ୍ଫେଟ୍ ଓ ପଟାସ (ପିଏଣ୍ଡକେ) ସାର ପାଇଁ ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ) ପ୍ରଦାନ…
• ଏନ୍ବିଏସ୍-ଖରିଫ ଋତୁ ୨୦୨୨ ପାଇଁ ୬୦,୯୩୯.୨୩ କୋଟି ଟଙ୍କାର ସବସିଡିକୁ କ୍ୟାବିନେଟ୍ ଅନୁମୋଦନ• ଗତ ବର୍ଷ ତୁଳନାରେ ପ୍ରତି ପ୍ରତି ବସ୍ତା ସବସିଡି ପରିମାଣ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି
ନୂଆଦିଲ୍ଲୀ, (ପିଆଇବି) : ଖରିଫ ଋତୁ -୨୦୨୨ (୧ ଏପ୍ରିଲ ଠାରୁ ୩୦ ସେପ୍ଟେମ୍ବର ୨୦୨୨!-->!-->!-->…
Read More...
Read More...
ଇଣ୍ଡିଆ ପୋଷ୍ଟ ପେମେଣ୍ଟେସ୍ ବ୍ୟାଙ୍କ ଗଠନ ସଂକ୍ରାନ୍ତ ସଂଶୋଧିକ ଖର୍ଚ୍ଚ ଅଟକଳକୁ କ୍ୟାବିନେଟର ଅନୁମୋଦନ
୨୦୨୦-୨୧ରୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଏ ବାବଦରେ ଅତିରିକ୍ତ ୮୨୦ କୋଟି ଟଙ୍କା ସରକାର ଯୋଗାଇଦେବେଏବେ ମୋଟ ବ୍ୟୟବରାଦ ୨୨୫୫ କୋଟି ଟଙ୍କାରେ ପହଞ୍ଚିଲା
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଇଣ୍ଡିଆ!-->!-->!-->…
Read More...
Read More...
କୋଭିଡ-୧୯ ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ
● ସହଯୋଗମୂଳକ ସଂଘୀୟ ବ୍ୟବସ୍ଥା ଯୋଗୁଁ ଭାରତ କରୋନା ବିରୁଦ୍ଧରେ ଦୀର୍ଘ ସଂଗ୍ରାମ ଲଢିପାରିଛି● “କରୋନାର ଆହ୍ୱାନ ଏବେ ମଧ୍ୟ ପୁରା ଯାଇନାହିଁ ଏକଥା ସ୍ପଷ୍ଟ”● “ଯେତେଶୀଘ୍ର ସମ୍ଭବ ସମସ୍ତ ଯୋଗ୍ୟ ପିଲାମାନଙ୍କୁ ଟିକାଦାନ କରିବା ଆମର ପ୍ରାଥମିକତା । ବିଦ୍ୟାଳୟଗୁଡିକରେ ସ୍ୱତନ୍ତ୍ର ଅଭିଯାନ!-->…
Read More...
Read More...
ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳଗୁଡିକରେ ୨ଜି ମୋବାଇଲ ସେବାକୁ ୪ଜିକୁ ଉନ୍ନୀତ କରିବାକୁ କ୍ୟାବିନେଟ୍ର ଅନୁମୋଦନ
ଏହାଫଳରେ ସମ୍ପୃକ୍ତ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ ଓ ଡାଟା ସେବାରେ ଉନ୍ନତି ଆସିବଏହି ନିଷ୍ପତ୍ତି ଘରୋଇ ବିନିର୍ମାଣ (ମାନୁଫ୍ୟାକଚରିଂ)କୁ ପ୍ରୋତ୍ସାହିତ କରିବା ସହିତ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ କରିବଏହି କାର୍ଯ୍ୟ ପାଇଁ ମୋଟ ୨୪୨୬.୩୯କୋଟି ଟଙ୍କା ଖର୍ଚ୍ଚ ହେବ
!-->!-->!-->…
Read More...
Read More...
କ୍ୟାବିନେଟ ମଞ୍ଜୁରି : ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି (ପିଏ ସ୍ୱନିଧି) ଯୋଜନାର ଅବଧି…
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ ସମିତି ବୈଠକରେ ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର୍ସ ନିଧି (ପିଏମ-ସ୍ବନିଧି) ଯୋଜନାର ଅବଧି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହି!-->…
Read More...
Read More...
ଦେଶରେ ୨,୯୨୭ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୩୨ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଗୋଟିଏ ଦିନରେ ଭାରତରେ କୋଭିଡ -୧୯ ର ୨,୯୨୭ ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦେଶରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୩୦,୬୫,୪୯୬କୁ ବୃଦ୍ଧି ପାଇଛି । ଏହି ସମୟରେ, ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ୧୬,୨୭୯କୁ ବୃଦ୍ଧି ପାଇଥିବା ସୂଚନାରେ କୁହାଯାଇଛି!-->…
Read More...
Read More...
ରଥ ମହୋତ୍ସବ ବେଳେ ବଡ଼ ଦୁର୍ଘଟଣା : ହାଇ ଭୋଲଟେଜ୍ ତାର ଯୋଗୁଁ ୧୧ ଜଣଙ୍କ ମୃତ୍ୟୁ
ତାଂଜାଭୁର : ତାମିଲନାଡୁର ତାଂଜାଭୁରରେ ବାର୍ଷିକ ରଥ ମହୋତ୍ସବରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ହାଇ ଭୋଲଟେଜ୍ ତାର ଯୋଗୁଁ ଅତିକମରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନାରେ କୁହାଯାଇଛି । ଏହି ଦୁର୍ଘଟଣାରେ ଆହୁରି ୬ରୁ ଅଧିକ ଲୋକ ଆହତ ହୋଇଛନ୍ତି । ମୃତମାନଙ୍କ ମଧ୍ୟରେ ପିଲାମାନେ ମଧ୍ୟ!-->…
Read More...
Read More...
ସ୍ଥାବର ଅସ୍ଥାବର ସମ୍ପତ୍ତିର ସାର୍ବଜନୀନ ଘୋଷଣା କର : ସିଏମ୍ ଯୋଗୀ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଲେ
ଲକ୍ଷ୍ନୌ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ଦ୍ୱିତୀୟ କାର୍ଯ୍ୟାକାଳର କ୍ୟାବିନେଟ୍ ବୈଠକରେ କହିଛନ୍ତି ଯେ, ଶପଥ ଗ୍ରହଣ କରିବା ପରେ ଆସନ୍ତା ତିନିମାସ ମଧ୍ୟରେ ସମସ୍ତ ମନ୍ତ୍ରୀ ନିଜ ତଥା ସେମାନଙ୍କ ପରିବାରର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ବିଷୟରେ!-->…
Read More...
Read More...
ପ୍ରତିରକ୍ଷା କ୍ଷେତ୍ରରେ ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭରତା’ ପାଇଁ ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା…
• କ୍ରୟର ପ୍ରକୃତି ନିର୍ବିଶେଷରେ, ତିନି ସେନା ଏବଂ ଭାରତୀୟ ତଟରକ୍ଷୀ ବାହିନୀର ସମସ୍ତ ଆଧୁନିକୀକରଣ ଆବଶ୍ୟକତା ସ୍ବଦେଶୀ ଉତ୍ସରୁ ପୂରଣ କରାଯିବ• ଘରୋଇ ଉଦ୍ୟୋଗ ଉପରେ ଆର୍ଥିକ ବୋଝ ହ୍ରାସ କରିବା ଲାଗି ବିଶ୍ବସନିୟତା ରାଜିନାମା ବ୍ୟାଙ୍କ ଗ୍ୟାରେଣ୍ଟି ଆବଶ୍ୟକତା ଉଚ୍ଛେଦ
ନୂଆଦିଲ୍ଲୀ,!-->!-->!-->…
Read More...
Read More...
ଭାରତ ବିରୋଧରେ ମିଥ୍ୟା ପ୍ରଚାର କରୁଥିବା ୧୬ଟି ୟୁଟ୍ୟୁବ ଚ୍ୟାନେଲ ବ୍ଲକ୍ କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
● ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ସାର୍ବଜନୀନ ବ୍ୟବସ୍ଥା ବିଗାଡ଼ିବାକୁ କରୁଥିଲେ ଅପପ୍ରଚାର● ଆଇଟି ନିୟମାବଳୀ, ୨୦୨୧ ଅଧୀନରେ ପ୍ରାପ୍ତ ଜରୁରିକାଳୀନ କ୍ଷମତାକୁ ଉପଯୋଗ କରି ବନ୍ଦ କରାଗଲା ୧୦ଟି ଭାରତୀୟ ଏବଂ ୬ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ● ଭାରତରେ ଭୟର ବାତାବରଣ!-->…
Read More...
Read More...