Browsing Category
ଦେଶ ବିଦେଶ
ଜାତୀୟ ଜୈବ ଇନ୍ଧନ ନୀତି – ୨୦୧୮ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ଜୈବ ଇନ୍ଧନ ନୀତି -୨୦୧୮ରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।ଜାତୀୟ ଜୈବ ଇନ୍ଧନ ନୀତିକୁ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଜରିଆରେ ୨୦୦୯ରେ ଲାଗୁ କରାଯାଇଥିଲା ।!-->…
Read More...
Read More...
କାର୍ପାସ ବ୍ୟବସାୟ ସହିତ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ପ୍ରତିନିଧିଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ
• ମନ୍ତ୍ରୀଙ୍କ ଦ୍ୱାରା ଭାରତୀୟ କାର୍ପାସ ପରିଷଦ ଗଠନ ଘୋଷଣା ; ସୁରେଶ ଭାଇ କୋଟାକଙ୍କ ଅଧ୍ୟକ୍ଷତାରେ ଗଠିତ ହେବ ଏହି ଅଣଆନୁଷ୍ଠାନିକ ସଂଗଠନ• ପରିଷଦରେ ବୟନ, କୃଷି, ଅର୍ଥ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ତଥା ଭାରତୀୟ କାର୍ପାସ ନିଗମ ଓ କାର୍ପାସ ଗବେଷଣା ପ୍ରତିଷ୍ଠାନର ପ୍ରତିନିଧି ସଦସ୍ୟ!-->…
Read More...
Read More...
ଅମରନାଥ ଯାତ୍ରାର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତକାଲି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅମରନାଥ ଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତିଗୃହ ମନ୍ତ୍ରୀ ସୁରକ୍ଷା ଏବଂ ଯାତ୍ରୀ ମାନଙ୍କର ଆବଶ୍ୟକ ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ।ଅମିତ ଶାହ କହିଛନ୍ତି ଯେ ଅମରନାଥ!-->…
Read More...
Read More...
ଟ୍ରାଇର ରୌପ୍ୟ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
“ଦୂର ସଞ୍ଚାର କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତିର ଆତ୍ମନିର୍ଭରଶୀଳତା ଦିଗରେ ସ୍ୱଦେଶୀ ୫ ଜି ବେଡ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ”“ଏକବିଂଶ ଶତାବ୍ଦୀର ଭାରତରେ ସଂଚାର ହିଁ ପ୍ରଗତିର ନିର୍ଣ୍ଣାୟକ ହେବ”“ଦେଶର ପ୍ରଶାସନିକ କ୍ଷେତ୍ରରେ ୫ଜି ପ୍ରଯୁକ୍ତି ସକାରାତ୍ମକ ପରିବର୍ତ୍ତନ ଆଣିବା ସହ!-->…
Read More...
Read More...
ନେପାଳର ଲୁମ୍ବିନୀରେ ବୁଦ୍ଧଜୟନ୍ତୀ ସମାରୋହ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର ଲୁମ୍ବିନୀସ୍ଥିତ ଆନ୍ତର୍ଜାତିକ ଅଧିବେଶନ କେନ୍ଦ୍ର ଓ ଧ୍ୟାନ ଭବନରେ ୨୫୬୬ତମ ବୁଦ୍ଧ ଜୟନ୍ତୀ ସମାରୋହରେ ଯୋଗ ଦେଇଛନ୍ତି । ତାଙ୍କ ସହିତ ନେପାଳ ପ୍ରଧାନମନ୍ତ୍ରୀ ସମ୍ମାନନୀୟ ଶେର ବାହାଦୁର ଦେଉବା ଓ ତାଙ୍କ ପତ୍ନୀ ଡକ୍ଟର!-->…
Read More...
Read More...
ଲୁମ୍ବିନୀ, ନେପାଳରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଫର୍ ବୁଦ୍ଧିଷ୍ଟ କଲ୍ଚର ଆଣ୍ଡ ହେରିଟେଜର ଶିଳାନ୍ୟାସ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କ ସହ ଲୁମ୍ବିନୀ ମଠ କ୍ଷେତ୍ର, ଲୁମ୍ବିନୀ, ନେପାଳଠାରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ବୁଦ୍ଧିଷ୍ଟ କଲ୍ଚର ଆଣ୍ଡ ହେରିଟେଜ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ।ଏହି କେନ୍ଦ୍ର!-->…
Read More...
Read More...
ଥୋମାସ୍ କପ୍ ବିଜେତା ଭାରତୀୟ ଦଳକୁ ଏକ କୋଟି ଟଙ୍କାର ପୁରସ୍କାର ଘୋଷଣା
କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଥୋମାସ୍ କପ୍ ବିଜେତା ଭାରତୀୟ ଦଳକୁ ଏକ କୋଟି ଟଙ୍କାର ପୁରସ୍କାର ରାଶି ଦେବା ପାଇଁ ଘୋଷଣା କରିଛନ୍ତି
ନୂଆଦିଲ୍ଲୀ, (ପିଆଇବି) : ଏକ ଅଭୂତପୂର୍ବ ପଦକ୍ଷେପ ନେଇ, ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଗତକାଲି!-->!-->!-->…
Read More...
Read More...
ଭାରତର ୨୫ତମ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜୀବ କୁମାର
ନୂଆଦିଲ୍ଲୀ, (ପିଆଇବି) : ରାଜୀବ କୁମାର ଆଜି ନୂଆଦିଲ୍ଲୀସ୍ଥିତ ନିର୍ବାଚନ ସଦନ ଠାରେ ଭାରତର ୨୫ ତମ ମୁଖ୍ୟ ନିର୍ବାଚନ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜୀବ କୁମାର ୧ ସେପ୍ଟେମ୍ବର, ୨୦୨୦ରୁ ଭାରତୀୟ ନିର୍ବାଚନ କମିଶନ (ଇସିଆଇ)ରେ ନିର୍ବାଚନ କମିଶନର ଭାବରେ କାର୍ୟ୍ୟ କରି!-->…
Read More...
Read More...
ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ବ୍ରିକ୍ସ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ…
ୟୁଏନ୍ଏଫସିସି ତଥା ପ୍ୟାରିସ ଚୁକ୍ତି ଭିତ୍ତିରେ ହେବା ଆବଶ୍ୟକ : ଭୂପେନ୍ଦ୍ର ଯାଦବ
ନୂଆଦିଲ୍ଲୀ, (ପିଆଇବି) : ବ୍ରିକ୍ସ ରାଷ୍ଟ୍ର ସମୂହର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକ ଆଭାସୀ ବ୍ୟବସ୍ଥାରେ ମେ ୧୩ତାରିଖରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତର ଜଙ୍ଗଲ, ପରିବେଶ ଓ!-->!-->!-->…
Read More...
Read More...
ନ୍ୟୁୟର୍କ ସୁପର୍ ମାର୍କେଟ୍ରେ ଫାଇରିଙ୍ଗ୍ : ସୁରକ୍ଷାକର୍ମୀଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ, ୩ ଜଣ ଆହତ
ନ୍ୟୁୟର୍କ : ଶନିବାର ନ୍ୟୁୟର୍କର ବଫାଲୋ ଅଞ୍ଚଳରେ ସୁପର୍ ମାର୍କେଟ୍ରେ ଫାଇରିଙ୍ଗ୍ ହୋଇଥିଲା, ଯେଉଁଥିରେ ଏପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି । ଏହି ଗୁଳି ବିନିମୟରେ ୩ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ସୁରକ୍ଷାକର୍ମୀ ମଧ୍ୟ ରହିଥିଲେ । ଶନିବାର!-->…
Read More...
Read More...